Train cancelled: ଦୋହରୀକରଣ କାର୍ଯ୍ୟ ଲାଗି କେତେକ ଟ୍ରେନ୍‍ ବାତିଲ୍‍, ଜାଣନ୍ତୁ ଲିଷ୍ଟ

Share this:

ସମ୍ବଲପୁର: Train cancelled in Odisha: ସମ୍ବଲପୁର-ଟିଟିଲାଗଡ଼ (Sambalpur-Titlagarh) ରେଳ ଷ୍ଟେସନ୍‍ ଅନ୍ତର୍ଗତ ଦେବାହାଲ୍‍-ବରଗଡ଼ ରୋଡ୍‍-ବରପାଲି ଷ୍ଟେସନ୍‍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଲାଗି କେତେକ ଟ୍ରେନ୍‍କୁ ବାତିଲ୍‍ କରାଯାଇଥିବାବେଳେ ଅନ୍ୟ କେତେକ ଟ୍ରେନ୍‍କୁ ଆଂଶିକ ବାତିଲ୍‍ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଆସନ୍ତା ୨୨ ତାରିଖରୁ ସମ୍ବଲପୁର-ଜୁନାଗଡ଼ ରୋଡ୍‍ ପାସେଞ୍ଜର (Sambalpur Junagarh Road Passenger -58303), ରାୟପୁର-ଟିଟିଲାଗଡ଼ ସ୍ପେଶାଲ୍‍ ଟ୍ରେନ (Raipur -Titlagarh Passenger Special) ବାତିଲ୍‍ ହୋଇଛି।

mi

ସେହିପରି ଆସନ୍ତା ୨୩ ତାରିଖରୁ ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର (Bilaspur – Titlagarh Passenger Special), ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ୍‍ (Rayagada Sambalpur Express ) ଓ ନନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ୍‍( Nanded-Sambalpur Express) ବାତିଲ୍‍ ହୋଇଛି।

Read Also | Odisha BJP MLA: ଓଡ଼ିଶା ବିଧାନସଭାର ବିରୋଧୀ ଦଳର  ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ

[amazon_auto_links id=”9939″]

canon
Share this:

Leave a Reply

Your email address will not be published. Required fields are marked *