Odisha Covid19: ଖୁସି ଖବର, ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୦ ହଜାର ୭୮୧ ଜଣ

Share this:

ଭୁବନେଶ୍ଵର:ଆଜି ରାଜ୍ୟରୁ ଆଉ ୧୦ହଜାର ୭୮୧ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୨ହଜାର ୪୫୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୬୦୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୧୧୮୬ଜଣ, ଅନୁଗୋଳ ଜିଲ୍ଲାରୁ ୫୫୭ଜଣ, ଝାରସୁଗୁଡାରୁ ୪୨୨ଜଣ, କଟକରୁ ୯୬୬ଜଣ,ପୁରୀରୁ ୩୬୬ଜଣ, ନୂଆପଡ଼ାରୁ ୨୫୬ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୪୫୮ଜଣ, ବରଗଡ଼ରୁ ୫୩୦ଜଣ, ବଲାଙ୍ଗୀରରୁ ୨୫୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪୨ଜଣ, ବାଲେଶ୍ଵରରୁ ୯୭ଜଣ, ଗଞ୍ଜାମରୁ ୨୮୫ଜଣ, ଯାଜପୁରରୁ ୧୭୭ଜଣ, ମୟୁରଭଞ୍ଜରୁ ୨୫୭ଜଣ, କଳାହାଣ୍ଡିରୁ ୫୬୬ଜଣ, ନୟାଗଡରୁ ୨୬୭ଜଣ, ବୌଦ୍ଧରୁ ୨୫୧ଜଣ, ଜଗତସିଂପୁରରୁ ୧୪୭ଜଣ, କେଉଁଝରରୁ ୨୦୬ଜଣ, ସୋନପୁରରୁ ୧୪୪ଜଣ, ରାୟଗଡାରୁ ୧୩୧ଜଣ, କେନ୍ଦ୍ରାପଡା ୧୪୩ଜଣ, କୋରାପୁଟରୁ ୨୧୮ଜଣ, ଗଜପତି ଜିଲ୍ଲାରୁ ୯୧ଜଣ, ମାଲକାନଗିରି ଜିଲ୍ଲାରୁ ୬୭ଜଣ, ଦେଓଗଡରୁ ୧୧୦ଜଣ, ଭଦ୍ରକ ଜିଲ୍ଲାରୁ ୧୫୭ଜଣ, ଢେଙ୍କାନାଳରୁ ୧୬୩ଜଣ, କନ୍ଧମାଳରୁ ୭୬ଜଣ, ଏବଂ ଷ୍ଟେଟ୍ ପୁଲରୁ ୨୮୨ଜଣ ସୁସ୍ଥ ହୋଇଛନ୍ତି।

[amazon_auto_links id=”9939″]

Also Read | Covid19 Odisha: ପୁଣି ଆଜି ଓଡ଼ିଶାରୁ ୧୧ ହଜାର ୮୦୫ କରୋନା ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତ ୬ ଲକ୍ଷ ପାର

Share this: