Covid-19 Odisha: ଆଜି କରୋନାରେ ୧୭ ଜଣଙ୍କର ମୃତ୍ୟୁ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ଆଉ ୧୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିବା ପରେ କରୋନା (Covid-19) ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୫୯୨ ରେ ପହଞ୍ଚିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ ଏବଂ କଟକ, ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, ନୟାଗଡ, ରାୟଗଡା, ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

[amazon_auto_links id=”9939″]

Also Read| Corona Vaccine India: ଭାରତ ୧୫୦ କୋଟି ଡୋଜ କରୋନା ଟିକା ବୁକିଂ କରିଛି, ଲୋକସଂଖ୍ୟାଠାରୁ ଅଧିକ

Share this: