ଆଜିର ରାଶିଫଳ

Share this:

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ଆପଣ ବେଶୀ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଆପଣଙ୍କ ଖୁସି ଆପଣଙ୍କ ନିରାଶା ତୁଳନାରେ ଅଧିକ ଆନନ୍ଦ ପ୍ରଦାନ କରିବ। ଆଜି ଅର୍ଥ ଆସିବାର ଅଛି। ଆଜି ଛାତ୍ର ଛାତ୍ରୀମାନେ ନିଜ ପାଠ ପ୍ରତି ଧ୍ୟାନ ଦେବେ।

ବୃଷ: (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ। ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ। ନିଜ ପରିବାର ଲୋକଙ୍କ ସହିତ ରୁକ୍ଷ ବ୍ୟବହାର କରନ୍ତୁ ନହିଁ। ଏହା ପାରିବାରିକ ଶାନ୍ତିକୁ ଭଙ୍ଗ କରି ପାରେ। କାର୍ଯ୍ୟକ୍ଷେତ୍ରରେ ଆପଣ ନିଜକୁ ବିଶେଷ ବୋଲି ଅନୁଭବ କରିବେ। ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ ଆଜି କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ।  

ମିଥୁନ: (କା, କୀ, କୂ, ଘ, ଙ, ଛ, କେ, କୋ, ହ) ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ।  ପାରିବାରିକ ଲୋକଙ୍କୁ ସାହାଯ୍ୟ ଆପଣଙ୍କ ଦରକାରକୁ ପୁରା କରିବ। ବ୍ୟବସାୟିକ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ, ହଠାତ ବଡ ଲାଭ ମିଳି ପାରେ।

କର୍କଟ: (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ) ଆଜି ନିବେଶ କରିବା ଯୋଗୁଁ ଆପଣଙ୍କ ସମୃଦ୍ଧି ଓ ଅର୍ଥ ସୁରକ୍ଷାରେ ବୃଦ୍ଧି ହେବ। କୌଣସି ଧାର୍ମିକ ସ୍ଥଳ କିମ୍ବା ବଂଧୁ ଘରକୁ ଆଜି ଯିବାର ସମ୍ଭାବନା ଅଛି। ଯେଉଁ ମାନ୍ୟତା ଓ ପୁରସ୍କାର ପାଇବାର ଆପଣ ଆଶା ରଖିଛନ୍ତି, ତାହା  କିଛି ଦିନ ପାଇଁ ବିଳମ୍ବ ହୋଇପାରେ ଓ ଆପଣ ହତାଶ ଅନୁଭବ କରି ପାରନ୍ତି।  

ସି˚ହ: (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ) ଆଜି କାର୍ଯ୍ୟରେ ଆପଣଙ୍କ ଲମ୍ବା ସମୟରୁ ଥିବା ସମସ୍ୟାର ସମାଧାନ କରି ଦେବ। ଆପଣ ଆଜି ଭଲ ଟଙ୍କା ରୋଜଗାର କରିବେ କିନ୍ତୁ ଖର୍ଚ୍ଚ ବଢ଼ିବା ଯୋଗୁଁ ସଂଚୟ କରି ପାରିବେ ନାହିଁ। ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ। କିଛି ଲୋକଙ୍କୁ ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ଲାଭ ମିଳି ପାରେ।

କନ୍ୟା: (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ) ଆପଣଙ୍କୁ ଅତି ଶୀଘ୍ର ନିଜର ଭାବନା ଉପରେ ନିଅନ୍ତ୍ରଣ ରଖିବା ଓ ନିଜଠୁ ସ୍ୱତନ୍ତ୍ର ହେବାକୁ ଆବଶ୍ୟକତା ଅଛି। ଆର୍ଥିକ ପରିସ୍ଥିତି ସୁଧୁରିବ। ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରେ। ଆଜି ସାଙ୍ଗ ମାନେ ସନ୍ଧ୍ୟା ବେଳେ କୌଣସି ବଢ଼ିଆ ଯୋଜନା ବନେଇ ଆପଣଙ୍କ ଦିନ ଖୁସି ଭରା କରିବାକୁ ଚେଷ୍ଟା କରିବେ। ଯଦି ଆପଣ ନିଜର ଜୀବନ-ସାଥୀଙ୍କଠୁ ସ୍ନେହର ଆଶା ରଖୁଛନ୍ତି, ତାହେଲେ ଆଜିର ଦିନ ଆପଣଙ୍କ ସବୁ ଆଶା ପୁରଣ କରିବ।  

ତୁଳା: (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ) ଆଜିର ଦିନ ଯୋଗ ଓ ଧ୍ୟାନ ସହିତ ଆରମ୍ଭ କରିପାରନ୍ତି। ଆଜି ନିବେଶ କରନ୍ତୁ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ। ନିଜର ପରିବାର ଲୋକଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ।

ବିଛା: (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ) ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ। ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ। ନିଜର ସାମାଜିକ ଜୀବନକୁ ଅବହେଳା କରନ୍ତୁ ନାହିଁ। ଆଜି ଆପଣ କୌଣସି ଯୋଜନା ବିଫଳ ହେବା ଯୋଗୁଁ ନିରାଶ ହୋଇ ପାରନ୍ତି। ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ।  

ଧନୁ: (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ) ଆଜି ଆପଣଙ୍କ ବିଶ୍ୱାସ ଓ ଆଶା ଆପଣଙ୍କ ଇଚ୍ଛା ପୁରୁଣ ହେବା ପାଇଁ ନୂତନ ଦ୍ୱାର ଖୋଲିବ। ଆଜି ଶୀଘ୍ର ଟଙ୍କା ରୋଜଗାର କରିବାକୁ ଇଚ୍ଛା ହେବ। ଆଜି ବହୁତ ବ୍ୟସ୍ତତା ସତ୍ତ୍ୱେ ନିଜପାଇଁ କିଛି କରିବାକୁ ପର୍ଯ୍ୟାପ୍ତ ସମୟ ଆପଣ ପାଇପାରିବେ।

ମକର: (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ) ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ। ମିଳିତ ଓ ସଂଦିଗ୍ଧ ଯୋଜନାରେ ଅର୍ଥ ନିବେଶ କରନ୍ତୁ ନାହିଁ। ଆଜି ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇ ପାରେ। ଆଜି ବ୍ୟବସାୟୀ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ।

କୁମ୍ଭ: (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା) କୌଣସି ସାଧୁ ପୁରୁଷଙ୍କ ଦୈବିକ ବାଣୀ ଆପଣଙ୍କୁ ସନ୍ତୋଷ ଦେବ। ଆଜି  ପରାମର୍ଶ ନେଇ ନିବେଶ କରନ୍ତୁ। ଆଜି ପାର୍କରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା।

ମୀନ: (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି) ଆଜି ପୁରା ପରିବାର ଏକାଠି ହୋଇ ଆପଣକୁ ପ୍ରଶଂସା କରିବେ। ପରିବାର ସଦସ୍ୟମାନଙ୍କର ପ୍ରସଂଶାର କେନ୍ଦ୍ରବିନ୍ଦୁ ହୋଇ ଆପଣ ରହିବେ। ନିଜର ପ୍ରିୟର ଛୋଟ-ମୋଟ ଭୁଲକୁ କ୍ଷମା କରି ଦିଅନ୍ତୁ।

Also Read|67th National Film Awards: ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ ମନୋଜ ବାଜପେୟୀ ଏବଂ ଧନୁଷ, ଶ୍ରେଷ୍ଠ ଅଭିନେତ୍ରୀ କଙ୍ଗନା ରାନାୱତ

[amazon_auto_links id=”9939″]

Share this: