ଆଜିର ରାଶିଫଳ

Share this:

ମେଷ: ଅଧିକ ଖାଇବାଠୁ ନିଜକୁ ବର୍ଜନ କରନ୍ତୁ ଓ ସ୍ୱାସ୍ଥ୍ୟ କ୍ଲବ ନିୟମିତ ଭାବେ ଯାଆନ୍ତୁ। ଆର୍ଥିକ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ। ସନ୍ଧ୍ୟା ସମୟରେ ସାମାଜିକ ଗତିବିଧି ଆଶା ଠୁ ଅଧିକ ଭଲ ରହିବ। ଆଜି ଭଲ ବିଚାରରେ ଭରା ରହିବେ ଓ ଆପଣଙ୍କ ଚୟନ କରିଥିବା କ୍ରିୟା ଯୋଗୁଁ ଆଶାରୁ ବହୁତ ବେଶୀ ଲାଭ ପାଇବେ। ଆପଣଙ୍କ ଜୀବନସାଥୀ ଅନ୍ୟ ଦିନ ଅପେକ୍ଷା ଆପଣଙ୍କ ବେଶୀ ଧ୍ୟାନ ରଖିବେ।

ବୃଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦବ। ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ। ପରିବାର ଲୋକ ସହଯୋଗ ଦେବେ,କିନ୍ତୁ ସେମାନେ ବହୁତ ସାରା ଦାବି କରିବେ। ଆଜି ମୋବାଇଲରେ ଆପଣ କୌଣସି ଚଳଚିତ୍ର ବା ୱେବ ସିରିଜ଼ ଦେଖି ସମୟ ଅତିବାହିତ କରିପାରନ୍ତି।

ମିଥୁନ: ନିଜର ଶରୀରର ଶକ୍ତି ଓ ଉର୍ଜା ସ୍ତରରେ ବୃଦ୍ଧି ଆଣିବା ପାଇଁ ଆପଣଙ୍କୁ ପୁର୍ଣ ରୂପରେ ଆରାମର ଆବଶ୍ୟକତା ଅଛି , ନଚେତ ଶରୀରର କମଜୋରୀ ଆପଣଙ୍କ ମନରେ ନିରାସାବାଦୀତାକୁ ଜନ୍ମ ଦେଇ ପାରେ। ଆଜି ପୂର୍ଣ୍ଣ ଭାବେ ଭଲ ଜିନିଷ ଉପରେ ଖର୍ଚ୍ଚ କରି ବାର ଦିନ ଯାହାର ମୂଲ୍ୟ ଦିନକୁ ଦିନ ବଢ଼ି ପାରେ। ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାଇଁ ପ୍ରଚୁର ସମୟ ମିଳିବ।

କର୍କଟ: ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ। ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ। ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ଯଦିଓ ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ। ଯେଉଁମାନେ ଘରୁ ଦୂରରେ ରହି କାମ କରୁଛନ୍ତି ସେମାନେ ସନ୍ଧ୍ୟାରେ କୌଣସି ପାର୍କ ବା ଶାନ୍ତ ଜାଗାରେ ସମୟ ଅତିବାହିତ କରିପାରନ୍ତି।

ସି˚ହ: ଯେଉଁ ପରିବେଶ ଆପଣଙ୍କ ଚାରି ଆଡ଼େ ଅଛି ଓ ଆପଣଙ୍କ ପ୍ରଗତିରେ ବାଧା ସୃଷ୍ଟି କରୁଛି, ତାହାଠୁ ବାହାରକୁ ବାହାରନ୍ତୁ। ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଯଦି ଆପଣଙ୍କୁ ଧନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତ୍ତା କରନ୍ତୁ।

କନ୍ୟା: ଆପଣ ଖାଲି ସମୟର ଆନନ୍ଦ ନେଇ ପାରିବେ। ଅଟକି ଥିବା କାମ ଆହୁରି ଗଭୀର ହେବ ଓ ଖର୍ଚ୍ଚ ଯୋଗୁଁ ଆପଣ ମାନସିକ ଚାପ ଅନୁଭବ କରିବେ। ଆପଣଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ। ଆଜି ଅକାରଣରେ ଆପଣ କାହା ସହିତ ଯୁକ୍ତି ତର୍କ କରିପାରନ୍ତି।

ତୁଳା: ଆଜି ଏମିତି କାର୍ଯ୍ୟରେ ସାମିଲ ହୁଅନ୍ତୁ ଯାହା ଆପଣଙ୍କୁ ଖୁସି ଓ ଆରମ ପ୍ରଦାନ କରିବ। କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧନ ଲାଭ ହେବାର ସମ୍ଭାବନା ଅଛି। ଏହି ଧାନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ। ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ। ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ। ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ।

ବିଛା: ଆଜି ଆପଣ ଖେଳା-ଖେଳିରେ ଭାଗ ନେଇ ପାରନ୍ତି, ଯାହା ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ। ନିଜର ଧନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧନ ସଂଚୟ କରିପାରିବେ। ଆପଣଙ୍କର କେହି ଜଣେ ପରିବାର ଲୋକ କିମ୍ବା ସାଙ୍ଗ ସାଥି ଆପଣଙ୍କ ଅନିଶ୍ଚିତ ଓ ଖାମଖିଆଲ ବ୍ୟବହାର ଯୋଗୁଁ ଚିଡ଼ି ପାରନ୍ତି। ଆପଣଙ୍କୁ ଆଜି ଆପଣଙ୍କ କାର୍ଯ୍ୟାଳୟରେ ଉତ୍ତମ କାର୍ଯ୍ୟ କରିବା ପାଇଁ ଉପହାର ମିଳି ପାରେ।

ଧନୁ: ପିଲା ମାନେ ଆପଣଙ୍କ ଅନୁସାରରେ ଚାଲିବେନି,ଯାହା ଆପଣଙ୍କ ବିରକ୍ତ ହେବାର କାରଣ ହୋଇ ପାରେ ଆପଣଙ୍କୁ ନିଜ ଉପରେ ନିଅନ୍ତ୍ରଣ ରଖିବା ଆବଶ୍ୟକ, କାରଣ କ୍ରୋଧ ସମସ୍ତଙ୍କ ପାଇଁ କ୍ଷେତିକାରକ ଓ ଏହା ଭାବି-ଚିନ୍ତିକି କାମ କରିବାର ବଳ ସାରି ଦିଏ। ଏହା କାରଣରୁ କେବଳ ବିପଦ ବଢ଼େ। ଘରର ଜରୁରୀ ସାମଗ୍ରୀ ଏବଂ ଅସବାବ ପତ୍ର ପାଇଁ ଆଜି ଆପଣ ଖର୍ଚ୍ଚାନ୍ତ ତ ହୋଇପାରନ୍ତି କିନ୍ତୁ ଭବିଷ୍ୟତରେ ସେଥିପାଇଁ ଆପଣ ଭବିଷ୍ୟତରେ ହେବାକୁଥିବା ଅନେକ ଅସୁବିଧାରୁ ବଞ୍ଚିଯିବେ। ପରିବାରରେ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ବିପଦର କାରଣ ହୋଇ ପାରେ। ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବା।

ମକର: ନିର୍ମାଣ ଓ ନବୀନକରଣ କାମ ଆଜି ଆରାମ ଦବ। ଜମି ଓ ବିତିୟ ଆଦାନ ପ୍ରଦାନ ପାଇଁ ଦିନ ଟି ଭଲ ଅଛି। ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ। ମୈତ୍ରୀ ଗଭୀର ହେବା ସାଙ୍ଗରେ,ପ୍ରେମର ଭାବନା ଭି ଅନୁଭବ କରିବେ। ଆପଣଙ୍କର କୌଣସି ପୁରୁଣା କାମପାଇଁ ଆଜି ଆପଣ ପ୍ରସଂଶିତ ହେବେ। ଚାକିରୀରେ ପ୍ରୋତ୍ସାହନ ମିଳିପାରେ। ବ୍ୟବସାୟୀ ମାନେ ତାଙ୍କ ଵାଣିଜ୍ୟକୁ ବିସ୍ତାର କରିବାପାଇଁ ଅନୁଭବୀ ବ୍ୟକ୍ତି ମାନଙ୍କ ସହିତ ଆଲୋଚନା କରିପାରନ୍ତି।

କୁମ୍ଭ: ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ। ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ସକ୍ଷମ। ନିଜ ଉପରେ ବିଶ୍ୱାସ ରଖିବା ଆବଶ୍ୟକ। ଏମିତି କାର୍ଯ୍ୟ କରନ୍ତୁ ଯାହା କାରଣରୁ ଆପଣଙ୍କୁ ଖୁସି ମିଳିବ, କିନ୍ତୁ ଅନ୍ୟ ମାନଙ୍କ ହସ୍ତକ୍ଷେପଠୁ ନିଜକୁ ରକ୍ଷା କରନ୍ତୁ। ଦିନରେ ସ୍ବପ୍ନ ଦେଖିବା ଆପଣଙ୍କ ପାଇଁ କ୍ଷତିପୂର୍ଣ ହୋଇ ପାରେ, ସେଥିପାଇଁ ଏହି ବିଶ୍ଵାସରେ ନ ରୁହନ୍ତୁକି ଆପଣଙ୍କ ପାଇଁ ଅନ୍ୟ ଜଣେ କେହି କାମ କରିବେ।

ମୀନ: ସୁନ୍ଦର ଜୀବନ ବଞ୍ଚିବା ପାଇଁ ନିଜର ଜିଦ ଓ ଉଦ୍ଧତ ହେବ ପ୍ରକୃତି କୁ ଛାଡ଼ନ୍ତୁ,କାରଣ ଆପଣଙ୍କ କେବଳ ସମୟ ନଷ୍ଟ ହେବ। ଉଦାସ ଅର୍ଥ ଅବସ୍ଥା ଯୋଗୁଁ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଅବରୋଧ ଆସି ପାରେ। ଆଜି ଆପଣଙ୍କ ଘର ଲୋକ ଓ ବନ୍ଧୁ ମାନେ ବେଶୀ ଧ୍ୟାନ ପାଇବାର ଆଶା କରିବେ, କିନ୍ତୁ ଏଇଟା ହିଁ ଉଚିତ ସମୟ ନିଜକୁ ମହତ୍ୱ ଓ ରାଜକୀୟ ଆଚରଣ ଦେବା ପାଇଁ। କାର୍ଯ୍ୟରେ ଧୀର ପ୍ରଗତି ହାଲୁକା ମାନସିକ ଚାପି ଦେଇ ପାରେ।

Also Read | Diwali:ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, ବାଣ ବିକ୍ରି ଏବଂ ଫୁଟାଇ ପାରିବେ ନାହିଁ

Share this: