ଆଜିର ରାଶିଫଳ

Share this:

ମେଷ: (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ) ଆଜି ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇଗୁଣ କରି ଦେବ। ଆଜି ଆପଣ ଯେତେ ଚେଷ୍ଟା କଲେ ବି ଖର୍ଚ୍ଚରୁ ବଂଚି ପାରିବେ ନାହିଁ।  କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନାହିଁ କାରଣ ସ୍ଥିତି ଶୀଘ୍ର ସୁଧୁରି ଯିବ। ଆଜି ଆପଣ ଆପଣଙ୍କ ମନ ପସନ୍ଦର କାମ କରିବାକୁ ପସନ୍ଦ କରିବେ।  

ବୃଷ: (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ) ନିଜ ଜୀବନକୁ ଚିର-ସ୍ଥାୟୀ ମାନନ୍ତୁ ନାହିଁ ଓ ଜୀବନ ପ୍ରତି ଖାତିର କରିବା ଆରମ୍ଭ କରନ୍ତୁ। ଆର୍ଥିକ ଅବସ୍ଥାରେ ନିହାତି ଭାବରେ ଉନ୍ନତି ହେବ। ସମସ୍ତ ପରିଚିତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ। ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଛି।

ମିଥୁନ: (କା, କୀ, କୂ, ଘ, ଙ, ଛ, କେ, କୋ, ହ) ବିଷାଦ ବିରୋଧରେ ଆପଣଙ୍କ ହସ ବିପଦଠୁ ବାହାରକରିବା ପାଇଁ ସାହାଯ୍ୟ କାରିବ। ଆଜି ନିବେଶ କରିବା ବର୍ଜନ କରନ୍ତୁ। ଉଦାସ ହୋଇ ନିଜକୁ ହଜେଇ ବସି ସମୟ ନଷ୍ଟ କରିବାଠୁ ଭଲ କି ଜୀବନକୁ ଭଲ ଭାବରେ ଜାଣିବାକୁ ଓ ଶିଖିବାକୁ ଚେଷ୍ଟା କରନ୍ତୁ। ଅଫିସ୍ ରେ ସାଙ୍ଗମାନଙ୍କ ସହିତ ଅଧିକ କଥାହେବାଦ୍ଵାରା ଘରେ ବିରକ୍ତି ଭାବ ପ୍ରକାଶ କରିପାରନ୍ତି। ତେଣୁ ଯେତେ ପାରିବେ ସେଥିରୁ ଦୂରରେ ରୁହନ୍ତୁ।

କର୍କଟ: (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ) ଆଜି ସାଙ୍ଗସାଥି ଆପଣଙ୍କ ନିଜ ଜୀବନରେ ଦରକାରରୁ ଅଧିକ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବେ। ଆଜି ପରିବାର ବର୍ଗଙ୍କ ସହିତ ସମୟ ବିତେଇବା ପାଇଁ ଯୋଜନା କରିପାରନ୍ତି। ହୋଇ ପାରେ କି ଆପଣଙ୍କ ମାତା-ପିତା ଆପଣଙ୍କ ଜୀବନ-ସାଥୀଙ୍କୁ ଗୋଟେ ବିଶେଷ ଆଶୀର୍ବାଦ ଦେବେ, ଯାହା କାରଣରୁ ଆପଣଙ୍କ ବୈବାହିକ ଜୀବନରେ ହସଖୁସି ବୃଦ୍ଧି ହେବ।

ସି˚ହ: (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ) ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ।  ପରିବାରରେ କୋଣସି ମହିଳାଙ୍କର  ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଙ୍କୁ ଚିନ୍ତା ହୋଇ ପାରେ। ଆଜି ପ୍ରେମ ସମ୍ବନ୍ଧରେ ନିଜର ସ୍ୱତନ୍ତ୍ର ବିବେକର ବ୍ୟବହାର କରନ୍ତୁ। ଛୁଟି ନେଇ ପରିବାର ସହିତ ସମୟ କାଟିବାକୁ ପସନ୍ଦ କରିବେ। ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଦୋଷକୁ ସୁଧାରିବେ ଓ ଆପଣଙ୍କୁ ଖୁସି ଅନୁଭବ ହେବ।  ମାନସିକ ଶାନ୍ତି ବହୁତ ମହତ୍ଵପୁର୍ଣ ଏଥିପାଇଁ ଆପଣ କୌଣସି ଉଦ୍ୟାନ, ନଦୀ କିମ୍ବା ମନ୍ଦିର ଯାଇ ପାରନ୍ତି।

କନ୍ୟା: (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ) ଆଜି ନିଜର ଭାବନାକୁ ନିଯନ୍ତ୍ରଣ କରିବାକୁ କଷ୍ଟ ଲାଗି ପାରେ, ଆଜି ଆପଣଙ୍କର ଅସାମାନ୍ୟ ଆଚରଣ ଯୋଗୁଁ ଲୋକ ମାନେ ଦ୍ୱନ୍ଦ୍ୱରେ ପଡିବେ ଓ ଆପଣ ମଧ୍ୟ ବହୁତ ବିରକ୍ତ ଅନୁଭବ କରିବେ। ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ। ସାମାଜିକ ଉତ୍ସବରେ ଭାଗ ନେବା ପାଇଁ ଭଲ ସୁଯୋଗ ଅଛି,ଯାହା କାରଣରୁ ଆପଣ ପ୍ରଭାବଶାଳୀ ମାନଙ୍କର ସମ୍ପର୍କରେ ଆସିବେ। ଆଜି ଆପଣ ଚାହୁଁନଥିବା କୌଣସି ଅତିଥିଙ୍କ ସହିତ ସମୟ କଟାଇପାରନ୍ତି।

ତୁଳା: (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ) ଆପଣଙ୍କ ଝଗଡା କରିବା ସ୍ଵଭାଵ କାରଣରୁ ଆପଣଙ୍କ ଶତ୍ରୁ ବଢ଼ି ପାରନ୍ତି। କାହାକୁ ନିଜ ଉପରେ ନିୟନ୍ତ୍ରଣ କରିବାର ସୁଯୋଗ ଦିଅନ୍ତୁନି, ସିଏ ଆପଣଙ୍କୁ ନିରାଶ କରି ପାରେ ଓ ଯାହା ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡିପାରେ। ଆଜି ଆର୍ଥିକ ଅବସ୍ଥାରେ ନିହାତି ସୁଧାର ଆସିବ କିନ୍ତୁ ସମାନ ଭାବରେ ଖର୍ଚ୍ଚ ମଧ୍ୟ ହେବ। ପାରିବାରିକ କାର୍ଯ୍ୟ ଓ ଲମ୍ବ ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନ ଉତ୍ତମ ଅଟେ। ଆଜି ଆପଣ ନିକଟସ୍ଥ ଲୋକମାନଙ୍କ ସହିତ ସମୟ କାଟିବାକୁ ଚାହିଁଲେ ମଧ୍ୟ ସକ୍ଷମ ହୋଇପାରିବେ ନାହିଁ।  ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି।

ବିଛା: (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ) ଆଜି ଆପଣଙ୍କୁ ଅଯଥା ଖର୍ଚ୍ଚରୁ ନିଜକୁ ଦୂରେଇବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ। ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ।  ପ୍ରେମ ଦୃଷ୍ଟିରୁ ବୈବାହିକ ଜୀବନ ପାଇଁ ଭଲ ଦିନ ଅଛି।

ଧନୁ: (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ) ଆଜି ଆପଣଙ୍କ ରାଗ ଆପଣଙ୍କୁ ବିପଦରେ ପକେଇ ପାରେ, ଏଣୁ ରାଗକୁ ନିଜ ଆୟତ୍ତରେ ରଖନ୍ତୁ। ଆପଣଙ୍କ ଧନ ଆପଣଙ୍କ କାମରେ ସେତେବେଳେ  ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ। ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ। ପୁରୁଣା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆଜି ଶୁଭ ଦିନ ଅଟେ।  ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ।  ଆପଣଙ୍କ ଅନିଚ୍ଛା ସତ୍ୱେ ଯଦି କେହି ଆପଣଙ୍କ ସହିତ କଥା ହେବାକୁ ଚାହୁଁଛନ୍ତି, ତାହେଲେ ତାଙ୍କୁ ଧିରସ୍ଥିର ଭାବରେ ବୁଝାଇ ଦିଅନ୍ତୁ।

ମକର: (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ) ଆଜି ସାଙ୍ଗ ମାନେ ବହୁତ ସହଯୋଗ କରିବେ ଯାହା ଯୋଗୁଁ ଆପଣ ଖୁସି ଅନୁଭବ କରିବେ। ଆଜି ବିନା ଚିନ୍ତାରେ କାହାକୁବି ଧନ ଦେବା କଥା ନୁହେଁ, ନହେଲେ ଆପଣଙ୍କୁ ଆଗାମୀ ସମୟରେ ବଡ଼ ଅସୁବିଧାର ସମ୍ମୁଖୀନ ହେବା କୁ ପଡ଼ିପାରେ। ଯଦି ଆଜି ଆପଣ କିଣା କିଣି ପାଇଁ ବାହାରନ୍ତି,ତାହେଲେ ଗୋଟେ ନୂତନ ପୋଷାକ କିଣି ପାରନ୍ତି ଯାହାକି ପରେ ବହୁତ ଶୁଭଫଳ ପ୍ରଦାନ କରିବ। ଆପଣଙ୍କ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତାରେ ପଡ଼ି ପାରନ୍ତି।  

କୁମ୍ଭ: (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା) କିଛି ଲୋକଙ୍କ ପାଇଁ ଆଜି ଆପଣ ପୁରୁଣା କାଳିଆ ଲୋକ ହୋଇପାରନ୍ତି କିନ୍ତୁ  ଏହା ସତ ନୁହେଁ  ଆପଣ ଆରାମରେ ନୂଆ ଜିନିଷ ଶିଖିବେ ଓ ଗ୍ରହଣ କରିବେ। ଆଜି ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏସବୁ କରିପାରିବେନି। ଆପଣଙ୍କ ଜୀବନ-ସାଥୀ ଆପଣଙ୍କୁ ଆଜି ପ୍ରସଂଶା। ଆଜି ଋତୁ ପରି ଆପଣଙ୍କ ମିଜାଜ ମଧ୍ୟ ପରିବର୍ତ୍ତନ ହୋଇପାରେ।

ମୀନ: (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି) ନିଜକୁ ଆବଶ୍ୟକ ଠାରୁ ଅଧିକ କାର୍ଯ୍ୟର ଚାପରେ ରଖନ୍ତୁ ନାହିଁ, ଟିକେ ଆରାମ କରନ୍ତୁ। ଆଜିର ଅଦରକାରୀ କାର୍ଯ୍ୟକୁ କାଲି ପାଇଁ ରଖି ପାରନ୍ତି। ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ ବିଷୟରେ ଆପଣ ଯତ୍ନ ବାନ ହେବା ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ। ଆଜି ଘର ଲୋକଙ୍କୁ ଲଜ୍ଜିତ କରନ୍ତୁ ନାହିଁ ଓ ଘର ଅବସ୍ଥା ହିସାବରେ ଗ୍ରହଣ କରନ୍ତୁ। ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ। ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ।  

Also Read|Mukesh Ambani: ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୨୨ ହଜାର କୋଟି ଟଙ୍କା ବୃଦ୍ଧି

[amazon_auto_links id=”9939″]

Share this: