Corona Virus Odisha: ରାଜ୍ୟରେ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୩୫୨

Share this:

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୩୫୨ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ଭୁବନେଶ୍ଵର ଓ ଢେଙ୍କାନାଳ ଜିଲାରୁ 2 ଜଣ ଲେଖାଏଁ, କଟକ, ଜଗତସିଂହପୁର, ନୂଆପଡ଼ା, ସୁନ୍ଦରଗଢ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ଵର ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।

Also Read | Covid-19 Ganjam: ଗଞ୍ଜାମରେ ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ; ବଣଭୋଜି, ସାଉଣ୍ଡ ବନ୍ଦ

Share this: