Corona Virus Odisha: ରାଜ୍ୟରେ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୩୩୧
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୧ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୩୩୧ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ୩ ଜଣ, ଭୁବନେଶ୍ଵର, କେଉଁଝର, ନୂଆପଡ଼ା, ଦେଓଗଢ, କଟକ, କେନ୍ଦ୍ରାପଡ଼ା, ଅନୁଗୋଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।
Regret to inform the demise of eleven covid positive patients while under treatment in hospitals.
— H & FW Dept Odisha (@HFWOdisha) November 1, 2020
1.A 62-year-old female of Keonjhar district who was also suffering from Diabetes Mellitus & Hypertension with Morbid Obesity.
5.A 60-year-old male of Sundargarh district who was also suffering from Diabetes Mellitus & Hypertension with end stage Chronic kidney disease .
— H & FW Dept Odisha (@HFWOdisha) November 1, 2020
6.A 46-year-old male of Sundargarh district who was also suffering from Diabetes Mellitus.
11.A 30-year-old male of Malkangiri district who was also suffering from Chronic Kidney Disease.
— H & FW Dept Odisha (@HFWOdisha) November 1, 2020
Also Read | Kartika Brata: ପବିତ୍ର ମହାକାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରଦ୍ଧାଳୁଙ୍କ ପାଇଁ ବିକ୍ରି ହେବ ମହାପ୍ରସାଦ