Corona Virus Odisha: ରାଜ୍ୟରେ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୩୨୦

Share this:

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୨ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୩୨୦ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲାରୁ ୩ ଜଣ, ଭୁବନେଶ୍ଵର ଓ କେଉଁଝର ଜିଲାରୁ ୨ ଜଣ ଲେଖାଏଁ, ନୂଆପଡ଼ା, ପୁରୀ, ଗଞ୍ଜାମ, ଝାରସୁଗୁଡା ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।

Also Read | Kartika Brata: ପବିତ୍ର ମହାକାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରଦ୍ଧାଳୁଙ୍କ ପାଇଁ ବିକ୍ରି ହେବ ମହାପ୍ରସାଦ

Share this: