Weather Report: ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି, ବାତ୍ୟା ‘ନିଭାର’ ଓଡ଼ିଶାରେ ପ୍ରଭାବ ନାହିଁ

Share this:

ଭୁବନେଶ୍ୱର: ଗତ କିଛିଦିନ ହେବ ସାରା ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଉପକୂଳରୁ ନେଇ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଶୀତ ଅନୁଭୂତ ହେଲାଣି। ସେହିପରି କେତେକ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେଉଛି।

ବର୍ତ୍ତମାନ ୯ ଡିଗ୍ରୀ ସେଲସିୟସ୍‍ ତାପମାତ୍ରା ସହ ଦାରିଙ୍ଗିବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତରେ ପରିଣତ ହୋଇ ପୁଡୁଚେରୀ ଏବଂ ଦକ୍ଷିଣ-ପୂର୍ବ ଚେନ୍ନାଇ ଦେଇ ତାମିଲନାଡୁ ଏବଂ ପୁଡୁଚେରୀ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବାର   ରହିଛି। ତେବେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ବୋଲି ସୂଚନା ମିଳିଛି।

Also Read | CBSE Exam 2021: ଦ୍ଵାଦଶ ଶ୍ରେଣୀ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା, ବିଦ୍ୟାଳୟଗୁଡ଼ିକ ପାଇଁ ନୂତନ SOP ଜାରି

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *