LL: ଆର୍‍ଟିଓରେ ଆଜିଠୁ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ, ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମିଳବ ସୁଯୋଗ

Driving License

ଭୁବନେଶ୍ଵର: ରାଜ୍ୟର ସମସ୍ତ ଆର୍‍ଟିଓ (RTO) ରେ ଆଜିଠାରୁ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ (Learners License Test) ଆରମ୍ଭ ହେଉଛି। ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, କେବଳ ସେହିମାନେ ଏହି ଟେଷ୍ଟ ଦେବେ।

ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ ଗତ ୮ ମାସ ହେବ ଏହି ଟେଷ୍ଟ ବନ୍ଦ୍‍ ରହିଥିଲା । ଗତ ୧୨ ତାରିଖରୁ ନୂତନ ସ୍ଲଟ୍‍ ପାଇଁ ବୁକିଂ ଆରମ୍ଭ ହୋଇଛି। ତେବେ ପୂର୍ବରୁ ଆବେଦନ କରିଥିବା ୨ ଲକ୍ଷ ଲୋକଙ୍କର ଟେଷ୍ଟ ସରିବା ପରେ ହିଁ ନୂଆ ଆବେଦନକାରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଟେଷ୍ଟ ସମୟରେ କୋଭିଡ୍‍ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

Also Read | ପଢନ୍ତୁ ଆଜିର ରାଶିଫଳ

Share this:

Leave a Reply

Your email address will not be published. Required fields are marked *