ଆଜି ରାଜ୍ୟରେ ୨୫୪୬ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ୫୯ହଜାର ୪୭୦

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୨୫୪୬ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫୯ ହଜାର ୪୭୦କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୨୭ ଜଣ,ଗଞ୍ଜାମ ଜିଲ୍ଲାରୁ ୨୬୬ ଜଣ, ନୟାଗଡ ରୁ ୧୪୩ଜଣ, ପୁରୀରୁ ୧୪୧ ଜଣ, ରାୟଗଡ଼ାରୁ ୧୧୨ ଜଣ, କୋରାପୁଟରୁ ୧୦୪ଜଣ, ଭଦ୍ରକରୁ ୯୯ ଜଣ, କଟକରୁ ୯୮ଜଣ, ବୌଦ୍ଧରୁ ୮୭ ଜଣ, ମାଲକାନଗିରି ଜିଲ୍ଲାରୁ ୭୬ ଜଣ, କେନ୍ଦ୍ରାପଡ଼ାରୁ ୭୪ ଜଣ, ସୁନ୍ଦରଗଡ ଓ ଜିଲ୍ଲା କନ୍ଧମାଳରୁ୭୩ ଜଣ ଲେଖାଏଁ, କଳାହାଣ୍ଡି ଜିଲାରୁ ୭୨ଜଣ, ମୟୁରଭଞ୍ଜରୁ ୭୦ଜଣ, ବାଲେଶ୍ଵରରୁ ୬୩ ଜଣ, ନବରଙ୍ଗପୁରରୁ ୪୪ ଜଣ, ଗଜପତିରୁ ୪୨ଜଣ, ଯାଜପୁରରୁ ୪୦ ଜଣ, କେଉଁଝରରୁ ୩୭ ଜଣ, ଜଗତସିଂପୁର ଓ ଅନୁଗୋଳରୁ ୩୨ଜଣ ଲେଖାଏଁ, ସମ୍ବଲପୁରରୁ ୩୨ଜଣ, ବରଗଡ଼ରୁ ୨୯ଜଣ, ଢେଙ୍କାନାଳ ଓ ସୋନପୁରରୁ ୨୦ ଜଣ ଲେଖାଏଁ, ବଲାଙ୍ଗୀରରୁ ୧୮ ଜଣ, ଝାରସୁଗୁଡାରୁ ୧୭ଜଣ ଏବଂ ଦେଓଗଡ ଜିଲ୍ଲାରୁ ୫ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୯କରୋନା ଜନିତ ମୃତ,ମୃତ୍ୟୁ ସଂଖ୍ୟା ୪୨୮କୁ ବୃଦ୍ଧି ହୋଇଛି।

Also Read:

Online ଟ୍ରେନ ଟିକେଟ କରିଥିବା ୭ ଲକ୍ଷ ବ୍ୟବହାରକାରୀ ଯାତ୍ରୀଙ୍କ ଡାଟା ଲିକ!:ରିପୋର୍ଟ୍

ବାୟୁସେନାରେ ଚାକିରି ଆଶାୟୀଙ୍କ ପାଇଁ IAF ମୋବାଇଲ୍ ଆପ୍ଲିକେସନ୍ ‘My IAF’ ର ଉଦ୍ଘାଟନ

Share this: