Balangir: ତେଲ ନଦୀ ବ୍ରିଜ୍‍ ଉପରୁ ଡେଇଁ ନିଖୋଜ ଥିବା ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର

Share this:

ବଲାଙ୍ଗିର: ବଲାଙ୍ଗିର (Balangir) ଜିଲ୍ଲା ତୁଷୁରା (Tushura) ଅଞ୍ଚଳରେ ତେଲ ନଦୀ ବ୍ରିଜ୍‍ ଉପରୁ ଗତଗୁରୁବାର ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଦୁଇ ଭଉଣୀଙ୍କ ମୃତଦେହ ସୁବର୍ଣ୍ଣପୂର ଓ ବୌଦ ଜିଲ୍ଲାରୁ ଉଦ୍ଧାର କରାଯାଇଛି।

ସୁବର୍ଣ୍ଣପୂର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ଆଜି ପ୍ରଥମେ ସାନଭଉଣୀର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ବଡ଼ଭଉଣୀର ମୃତଦେହ ବୌଦ ଜିଲ୍ଲାର ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଗତ ଗୁରୁବାର ତୁଷୁରା ସହର ବୁଲିବାକୁ ଯାଉଛୁ କହି  ଦୁଇଭଉଣୀ ଘରୁ ସ୍କୁଟିରେ ବାହାରି ତେଲ ନଦୀ ବ୍ରିଜ୍‍ ଉପରୁ ଡେଇଁ ପଡ଼ିଥିଲେ।

Also Read | Age of Marriage: ଝିଅମାନଙ୍କ ପାଇଁ ଉପଯୁକ୍ତ ବିବାହ ବୟସ କେତେ ? ପ୍ରଧାନମନ୍ତ୍ରୀ ଏହା କହିଛନ୍ତି…

Share this: