Covid Angul Updates: ଅନୁଗୁଳ ଜିଲ୍ଲାରୁ ପୁଣି ୬୯ ଜଣ ପଜିଟିଭ ଚିହ୍ନଟ, ତାଳଚେରରୁ ସର୍ବାଧିକ

Share this:

ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରୁ ସୋମବାର ଦିନ ପୁଣି ୬୯ ଜଣ କରୋନା ପଜିଟିଭ୍ (Corona Positive) ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ୍ ପଜିଟିଭ୍ ସଂଖ୍ୟା ୧୩ ହଜାର୧୯୪ ଚିହ୍ନଟ ହୋଇଛନ୍ତି।

ସୋମବାର ଦିନ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ ରହିଥିବାବେଳେ ତାଳଚେର ପୌରାଞ୍ଚଳରୁ ୧୫ ଜଣ, ଅନୁଗୋଳ ପୌରାଞ୍ଚଳରୁ ୧୨ଜଣ, ବଅଁରପାଳ ବ୍ଳକରୁ ୧୧ ଜଣ, କିଶୋରନଗର ବ୍ଲକରୁ ୭ଜଣ, କଣିହାଁ ବ୍ଲକରୁ ୫ ଜଣ, ଅନୁଗୁଳ ବ୍ଲକରୁ ୩ଜଣ ଓ ପାଲଲହଡ଼ା ବ୍ଳକରୁ ଜଣେ ରହିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୨୨ ଜଣ କରୋନାରୁ ସୁସ୍ଥ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

[amazon_auto_links id=”10233″]

Also Read |Covid Guidelines: ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବା ନେଇ ନୂଆ ଗାଇଡଲାଇନ ଲାଗୁ

Share this: