Weather Report: ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟରେ ବର୍ଷାର ସମ୍ଭାବନା

Share this:

ଭୂବନେଶ୍ଵର: ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବା ବେଳେ ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ସେହିପରି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ଯୋଗୁଁ ବିଭିନ୍ନ ଅଞ୍ଚଳରେ ଶୀତ ପ୍ରଭାବ ହ୍ରାସ ପାଇଛି। ଆସନ୍ତା ଦୁଇ ଦିନ ଧରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନ ଥିଲେ ମଧ୍ୟ ଆସନ୍ତା ଶୁକ୍ରବାରଠାରୁ ତାପମାତ୍ରା ପୁଣି ହ୍ରାସ ପାଇ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Also Read | Board 10th 12th Exam 2021: ଏହି ରାଜ୍ୟରେ ଦଶମ, +୨ ବୋର୍ଡ ପରୀକ୍ଷା ମେ ମାସ ପର୍ଯ୍ୟନ୍ତ ସ୍ଥଗିତ, CBSE ନିଷ୍ପତି ଉପରେ ନଜର

Share this:

Leave a Reply

Your email address will not be published. Required fields are marked *