ଆଜିର ରାଶିଫଳ

ମେଷ: ଉତ୍ତମ ଜିନିଷକୁ ଗ୍ରହଣ କରିବା ପାଇଁ ଆପଣଙ୍କ ମସ୍ତିସ୍କ ଖୋଲା ରହିବ। ପୁରୁଣା ନିବେଶ ଯୋଗୁଁ ଅର୍ଥ ଅବସ୍ଥାରେ ବୃଦ୍ଧି ଦେଖା ଦେଇ ପାରେ। ଆଜି ସନ୍ଧ୍ୟା ବେଳେ କେହି ଘନିଷ୍ଟ ମିତ୍ର କି ସମ୍ବନ୍ଧୀ ଆସି ପାରନ୍ତି। ଅନ୍ୟ କାର୍ଯ୍ୟ କରିବାକୁ ବାଧ୍ୟ କରନ୍ତୁ ନାହିଁ,ଯେଉଁ କାର୍ଯ୍ୟ ଆପଣ ନିଜେ କରିବାକୁ ଚାହନ୍ତିନି। ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ।

ବୃଷ: ଆଜି ଅନ୍ୟ ଲୋକଙ୍କ ଚିନ୍ତା ଯୋଗୁଁ ନିଜକୁ ସମୟ ଦେଇ ପାରିବେନି ତେଣୁ ନିଜ ପାଇଁ ଟିକେ ସମୟ କାଢନ୍ତୁ ଓ ନିଜକୁ ଖୁସି ଦେବା ପରି କାମ କରନ୍ତୁ। ନିଜକୁ ଅବହେଳା କରନ୍ତୁ ନାହିଁ। ପିତା ମାତାଙ୍କ ସାହାଯ୍ୟ ପାଇଁ ଆପଣଙ୍କ ଆର୍ଥିକ ଅବସ୍ଥାରେ ଆଜି ବୃଦ୍ଧି ମିଳି ପାରେ। ଯଦି ଆପଣଙ୍କ ମନରେ ଚିନ୍ତା ଅଛି ତାହେଲେ କୌଣସି ବିଶ୍ୱସ୍ଥ ବନ୍ଧୁ ସହିତ କଥା ହୁଅନ୍ତୁ,ଏହା କଲେ ଆପଣଙ୍କ ହୃଦୟର ବୋଝ ହାଲୁକା ହୋଇ ଯିବ। ଆଜି କାର୍ଯ୍ୟକ୍ଷେତ୍ରରେ ଲଖ୍ୟ ପାଇବା ପାଇଁ ନିଜର ପୁରା ଉର୍ଜାକୁ ସେହି ଦିଗରେ ଲଗାନ୍ତୁ। ଆପଣ ବଳକା ସମୟରେ କୌଣସି ନିକଟ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି। କିନ୍ତୁ ସେଠି ତାଙ୍କର କିଛି କଥାଆପଣଙ୍କୁ ଭଲ ନ ଲାଗିବାରୁ ସମୟ ପୂର୍ବରୁ ଫେରିଆସିପାରନ୍ତି।

ମିଥୁନ: ପିଲା ମାନଙ୍କ କାରଣରୁ ଆପଣଙ୍କ ସନ୍ଧ୍ୟା ଖୁସିରେ ଚମକିବ। ଥକା ଓ ଦୁର୍ବଳତାକୁ ବିଦାୟ କରିବା ପାଇଁ ଗୋଟେ ବଢିଆ ଦିନରର ଯୋଜନା ବନାନ୍ତୁ। ତାଙ୍କର ସହିତ ରହିବା ଆପଣଙ୍କ ଶରୀରରେ ପୁଣି ଉର୍ଜାରେ ଭାରି ଦେବ। ଆୟ ବଢ଼ିବା ଯୋଗୁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ। ସ୍ତିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ନିଜର ଭାଇର ସାହାଯ୍ୟ ନିଅନ୍ତୁ। ବିବାଦକୁ ବେଶୀ ଗୁରୁତ୍ୱ ଦେବା ଜାଗାରେ ତାଙ୍କ ସହିତ ସାଙ୍ଗ ପରି ମିଶି ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ। ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଲିକୁ ବହୁତ ଡେରି ହେଇ ଯାଇ ପାରେ।

କର୍କଟ: ଆପଣଙ୍କ ବ୍ୟକ୍ତିତ୍ୱ ସୁଗନ୍ଧ ପରି ମହକିବ ଓ ସମସ୍ତଙ୍କୁ ଆକର୍ଷିତ କରିବ। ଆଜି ଆପଣ ଯେତେ ଚେଷ୍ଟା କଲେ ବି ଖର୍ଚ୍ଚରୁ ବଞ୍ଚି ପାରିବେ ନାହିଁ। କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁନାହିଁ କାରଣ ସ୍ଥିତି ଶୀଘ୍ର ସୁଧୁରି ଯିବ। ନିଜର ଆଶାକୁ ଏମିତିଆ ବଡ ଲୋକଙ୍କ ସମାନରେ ପ୍ରକାଶିତ କରନ୍ତୁ, ଯିଏ ଆପଣଙ୍କୁ ସାହାଯ୍ୟ କରି ପାରିବେ।ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ନିଜ ଜିନିସ ଗୁଡିକ ବିଶେଷ ଯତ୍ନରେ ରକଃନ୍ତୁ।

ସି˚ହ: ଆଜି ଦିନ ସାରା ମଜା-ମସ୍ତି ଓ ମନପସନ୍ଦର କାର୍ଯ୍ୟ କରି ପାରନ୍ତି। ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ, କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ। ପରିବାରର ନୂତନ ସଦସ୍ୟ ଆସିବାର ଖବର ଆପଣଙ୍କୁ ଖୁସି କରି ଦେବ। କାର୍ଯ୍ୟକ୍ଷେତ୍ରରେ ଆପଣ ଆଜି ସେମିତିଆ କାର୍ଯ୍ୟ ମିଳିବ, ଯେମିତିଆ ଆପଣ ବହୁତ ଦିନରୁ କରିବାକୁ ଚାହୁଁ ଥିଲେ। ନିଜେ ଆଜି କେମିତି ଅନୁଭବ କରୁଛନ୍ତି ସେହି କଥା କାହାକୁ କୁହନ୍ତୁ ନାହିଁ। ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ।

କନ୍ୟା: ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠାରୁ ଆରାମ ମିଳିବ। ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି। ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ। ପରିବାର ଲୋକଙ୍କ ହସ-ମଜ଼ା ଭରା ବ୍ୟବହାର ଘରର ବାତାବରଣକୁ ଖୁସିରେ ଭାରି ଦବ। କାମ ଓ ଘରର ଚାପ ଯୋଗୁଁ ଆଜି ଟିକେ ବେଶୀ ରାଗ ଅନୁଭବ କରିବେ। ମହତ୍ୱପୂର୍ଣ୍ଣ ଲୋକ ମାନଙ୍କ ସହିତ ଭାବି ଚିନ୍ତିକି କଥା ବାର୍ତ୍ତା ହୁଅନ୍ତୁ।

ତୁଳା: ସଫଳତା ପ୍ରାପ୍ତ କରିବା ପାଇଁ ସମୟ ସହିତ ନିଜର ବିଚାରରେ ବି ପରିବର୍ତନ ଅଣାନ୍ତୁ। ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ଲୋକଙ୍କ ମଧ୍ୟରେ ରହି ମଧ୍ୟ ସମସ୍ତଙ୍କର ସମ୍ମାନ କରିବା ଆପଣ ଜାଣନ୍ତି। ତେଣୁ ସମସ୍ତଙ୍କ ଚକ୍ଷୁରେ ଆପଣ ଆପଣଙ୍କର ଭଲ ଛବି ବି ବନାଇ ପାରନ୍ତି।ଆପଣ ଅନୁଭବ କରିବେ କି ଅଖା-ପାଖ ଲୋକ ଅତ୍ୟଧିକ ଦାବି କରି ପାରନ୍ତି। କିନ୍ତୁ ଯେତିକି ଆପଣ କରି ପାରିବେ, ତାହାଠୁ ଅଧିକ କରିବାର କଥା ଦିଅନ୍ତୁ ନାହିଁ ଓ କେବଳ ଅନ୍ୟର ଖୁସି ପାଇଁ ନିଜକୁ ଚାପ ଦେଇ ଥକାନ୍ତୁ ନାହିଁ। ଆଜି ଆପଣ ବୁଝିପାରିବେ ଯେ ନବୁଝି ନସୁଝି ଧନ ଓ ଅର୍ଥର ଅପଚୟ ଦ୍ୱାରା ଭବିଷ୍ୟତରେ କଣ କ୍ଷତି ହୋଇପାରେ। ଆପଣ କୌଣସି ବଡ଼ ବ୍ୟବାସୀଙ୍କ ଆଦାନ-ପ୍ରଦାନ କରି ପାରନ୍ତି ଓ ମନୋରଞ୍ଜନ ଠୁ ଜଡିତ କୌଣସି ପରିଯୋଜନାରେ ନୂତନ ଲୋକଙ୍କ ସହିତ ଦେଖା କରି ପାରନ୍ତି।

ବିଛା: ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ। ବଡ଼ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ସାବଧାନର ସହିତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ଘରେ ଚେଷ୍ଟା କରଂତୁକି କେହି ଆପଣଙ୍କ କାରଣରୁ ଆହାତ ନ ହୋଉ ଓ ପରିବାର ଲୋକଙ୍କ ଆବଶ୍ୟକତା ହିସାବରେ ନିଜକୁ ଗଢନ୍ତୁ। ଆଜି ଆପଣଙ୍କ ଶଶୁର ଘର ପକ୍ଷରୁ କୌଣସି ଖରାପ ଖବର ଆସିପାରେ ଯାହା ଆପଣଙ୍କୁ ବ୍ୟଥିତ କରିବ।

ଧନୁ: ଆପଣଙ୍କ ହସ-ମଜା କରିବାର କଲା,ଆଉ କାହାକୁ ଏହି କ୍ଷମତାରେ ବୃଦ୍ଧି ଆଣିବା ପାଇଁ ଉତ୍ସାହିତ କରି ପାରେ। ଆପଣଙ୍କ ଠୁ ତାଙ୍କୁ ଏହା ଶିକ୍ଷା ମିଳିବକି ଜୀବନରେ ଖୁସି ବାହାର ଜିନିଷରେ ନାହିଁ, ବରଂଚ ନିଜ ଭିତରେ ହିଁ ମିଳେ। ନୂଆ ଜିନିଷ କିଣିବା ଆଗରୁ ପୁରୁଣା ଜିନିଷର ଉପଯୋଗ କରନ୍ତୁ। ଆଜି ଆପଣ ଯୁଆଡ଼େ ବି ଯିବେ,ଲୋକଙ୍କ ମଧ୍ୟରେ ଆପଣ ସମସ୍ତଙ୍କର ଧ୍ୟାନର କେନ୍ଦ୍ର ବାଣୀ ରହିବେ। ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବେ। କଥା ବାର୍ତ୍ତା ହିଁ ଆପଣଙ୍କ ବଳ ବୋଲି ଆଜି ପ୍ରମାଣିତ ହେବ।

ମକର: ଆପଣଙ୍କ ହସ-ମଜା କରିବାର କଲା,ଆଉ କାହାକୁ ଏହି କ୍ଷମତାରେ ବୃଦ୍ଧି ଆଣିବା ପାଇଁ ଉତ୍ସାହିତ କରି ପାରେ। ଆପଣଙ୍କଠୁ ତାଙ୍କୁ ଏହା ଶିକ୍ଷା ମିଳିବକି ଜୀବନରେ ଖୁସି ବାହାର ଜିନିଷରେ ନାହିଁ, ବରଂଚ ନିଜ ଭିତରେ ହିଁ ମିଳେ। ନୂଆ ଜିନିଷ କିଣିବା ଆଗରୁ ପୁରୁଣା ଜିନିଷର ଉପଯୋଗ କରନ୍ତୁ। ଆଜି ଆପଣ ଯୁଆଡ଼େ ବି ଯିବେ,ଲୋକଙ୍କ ମଧ୍ୟରେ ଆପଣ ସମସ୍ତଙ୍କର ଧ୍ୟାନର କେନ୍ଦ୍ର ବିନ୍ଦୁ ରହିବେ। ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବେ।

କୁମ୍ଭ: ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ। କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ। ଗୋଟେ ନୂତନ ସମ୍ପର୍କ ତିଆରି କରିବା ଓ ବ୍ୟବସାୟ ଉଦେଶ୍ୟରୁ କରାଯାଇଥିବା ଯାତ୍ରା ଫଲଦାଇ ପ୍ରମାଣିତ ହେବ। ସାବଧାନ ହୋଇ କଥା ବାର୍ତା ହୁଅନ୍ତୁ ନଚେତ ବିବାଦରେ ପଡ଼ି ପାରନ୍ତି। ବୈବାହିକ ଜୀବନର ଦୃଷ୍ଟିରୁ ଆଜି ଦିନ ଉତ୍ତମ ରହିବ।

ମୀନ: କୌଣସି ସାଧୁ ପୁରୁଷଙ୍କ ଦୈବିକ ବାଣୀ ଆପଣଙ୍କୁ ସନ୍ତୋଷ ଓ ସାନତନା ଦେବ। ନିଜର ଧନ କିପରି ଭାବରେ ସଂଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧାନ ସଂଚୟ କରିପାରିବେ। ପିଲା ମାନେ ଆଜି ଦିନଟା ଆପଣଙ୍କ ପାଇଁ କଷ୍ଟକର ବନେଇ ପାରନ୍ତି। ଯୋଗ୍ୟ କର୍ମୀ ମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ। ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ ଯାହା ଆପଣ ବହୁତ ଦିନରୁ ଶୁଣିବାକୁ ଚାହୁଁଥିଲେ।
Also Read | ଚୋରମାନେ ମନ୍ଦିରର ତିନି ପୂଜାରୀଙ୍କୁ ହତ୍ୟା କରି ନଗଦ ଟଙ୍କା ନେଇ ଫେରାର