ରେଳ ରାଜ୍ୟମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କ କରୋନା ପଜିଟିଭ୍

suresh angdi
Share this:

ନୂଆଦିଲ୍ଲୀ: ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡି (Suresh Angadi)ଙ୍କ କରୋନା (Covid-19) ରିପୋର୍ଟ ପଜିଟିଭ ଆସିଛି। ସୁରେଶ ଅଙ୍ଗଡି ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି।

ସୁରେଶ ଅଙ୍ଗଡି ଏକ ଟ୍ୱିଟରେ ଲେଖିଛନ୍ତି, “ଆଜି ମୋର କୋଭିଡ -୧୯ ରିପୋର୍ଟ ପଜିଟିଭ ହୋଇଛି। ମୁଁ ବର୍ତ୍ତମାନ ସୁସ୍ଥ ଅଛି ଏବଂ ଡାକ୍ତରଙ୍କ ପରାମର୍ଶ ନେଉଛି। ଗତ କିଛି ଦିନ ମଧ୍ୟରେ, ମୋ ସହିତ ଯୋଗାଯୋଗ କରିଥିବା ସମସ୍ତ ଲୋକଙ୍କୁ ନିଜ ସ୍ଵାସ୍ଥ୍ୟ ନେବାକୁ ଏବଂ ଯଦି କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ କରୋନା ପରୀକ୍ଷା କରିବାକୁ ଅନୁରୋଧ କରୁଛି”।

Also Read:  

ରାଜ୍ୟରେ ଆଜି କରୋନାରେ ୧୪ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି

ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ୍ ଚିହ୍ନଟ

କରୋନା ଟୀକାକୁ ଝଟକା! ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ ଆଷ୍ଟ୍ରା ଜେନେକାର କୋଭିଡ-୧୯ ଟିକା ପରୀକ୍ଷଣ ବନ୍ଦ

Share this: