Odisha Covid-19: ଆଜି ରାଜ୍ୟରେ ୧୪୪୮ ଜଣ କରୋନାରୁ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧ ହଜାର ୪୪୮ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୧୩୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୬୧ ଜଣ, କଟକରୁ ୧୦୭ ଜଣ, ଅନୁଗୋଳରୁ ୫୩ ଜଣ, ବରଗଡ଼ରୁ ୯୯ ଜଣ, ଯାଜପୁରରୁ ୪୧ ଜଣ, ମୟୁରଭଞ୍ଜରୁ ୬୬ ଜଣ, ଭଦ୍ରକରୁ ୪୯ ଜଣ, ବାଲେଶ୍ଵରରୁ ୫୮ ଜଣ, ଢେଙ୍କାନାଳରୁ ୨୩ ଜଣ, ପୁରୀରୁ ୫୭ ଜଣ, ଜଗତସିଂପୁରରୁ ୭୦ଜଣ, ରାୟଗଡାରୁ ୭ ଜଣ, ଗଞ୍ଜାମରୁ ୧୯ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୪୩ ଜଣ, ନୟାଗଡରୁ ୧୨ ଜଣ, ସୋନପୁରରୁ ୨୨  ଜଣ, ବଲାଙ୍ଗୀରରୁ ୪୯ ଜଣ, ସୁନ୍ଦରଗଡରୁ ୯୮ ଜଣ, ଝାରସୁଗୁଡାରୁ ୨୯  ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୮ ଜଣ, କେନ୍ଦ୍ରାପଡା ୪୯ ଜଣ, କୋରାପୁଟରୁ ୧୭ ଜଣ, କେଉଁଝରରୁ ୬୬ ଜଣ, କନ୍ଧମାଳରୁ ୧୨ ଜଣ, ନୂଆପଡ଼ାରୁ ୬୮    ଜଣ, କଳାହାଣ୍ଡିରୁ ୭୨ ଜଣ, ମାଲକାନଗିରି ଜିଲ୍ଲାରୁ ୨୮ ଜଣ, ଦେଓଗଡରୁ ୫ ଜଣ,ଗଜପତି ଜିଲ୍ଲାରୁ ୬ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୪ ଜଣ ସୁସ୍ଥ ହୋଇଛନ୍ତି।

Also Read : Arnab Goswami: ବମ୍ବେ ହାଇକୋର୍ଟଙ୍କ ଜାମିନ ଆବେଦନ ଖାରଜ ନିର୍ଦ୍ଦେଶକୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

Share this: