Odisha weather Report: ଆସନ୍ତା ୫ ଦିନ ମଧ୍ୟରେ ବଢିବ ୪ ଡିଗ୍ରୀ ତାପମାତ୍ରା

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୩୮ଡିଗ୍ରୀ ସେଲସିୟସ ଉପରେ ରହିଥିବା ସୂଚନା ମିଳିଛି। ଆସନ୍ତା ଦୁଇଦିନ ଧରି ଉତ୍ତର ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଆକଳନ କରିଛି।
ଭୁବନେଶ୍ଵର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୫ ଦିନ ଯାଏଁ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିପାଇବାର ସମ୍ଭାବନା ରହିଛି।
ଗତକାଲି ୪୦.୪ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ର ସହ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଏହା ତଳକୁ ତାଳଚେର ୩୮.୭ ଡିଗ୍ରୀ, ମାଲକାନଗିରି ୩୮.୫, ଅନୁଗୁଳ ୩୭.୭, ଚାନ୍ଦବାଲି ଓ କଟକ ୩୭.୫ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ଥିବାର ରେକର୍ଡ଼ କରାଯାଇଛି।
RECOMMENDED DEALS
TP-Link Archer C6 Gigabit MU-MIMO Wireless Router, Dual Band 1200 Mbps Wi-Fi Speed, 5 Gigabit Ports, 4 External Antennas and 1 Internal Antenna WiFi Coverage with Access Point Mode, Qualcomm Chipset
₹ 2,499.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)SanDisk Ultra Dual 32GB USB 3.0 OTG Pen Drive
₹ 499.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)HP FD236W 32GB USB 2.0 Pen Drive (Gray)
₹ 415.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Wacom One by CTL-472/K0-CX Small 6-inch x 3.5-inch Graphic Tablet (Red/Black)
₹ 3,641.00 (as of April 14, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Also Read | Covid19 New Guidelines: ମଲ୍,ରେସ୍ତୋରା ଓ ଧର୍ମସ୍ଥଳଗୁଡ଼ିକ ପାଇଁ ନୂଆ କୋଭିଡ଼ ମାର୍ଗଦର୍ଶିକା ଜାରି