Telemedicine: ରାଜ୍ୟରେ ଟେଲିମେଡିସିନ୍ ଜରିଆରେ ଚିକିତ୍ସା ସେବା ଆରମ୍ଭ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ବର୍ତ୍ତମାନ କରୋନା ସମୟରେ ଟେଲିମେଡିସିନ୍ (Telemedicine) ମାଧ୍ୟମରେ ଚିକିତ୍ସା ସେବା ପରିଚାଳନା କରାଯାଉଛି। ସେହିପରି ହୋମ Isolation ରେ ଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟରେ ଟେଲିମେଡିସିନ୍ ଜରିଆରେ ଚିକିତ୍ସା ସେବା ପରିଚାଳନା କରାଯାଉଛି। ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ୍ ହସ୍ପିଟାଲ୍, ଆଇଜିଏଚ୍ ରାଉରକେଲା ଏବଂ ନୂତନ ୪ଟି ମେଡିକାଲ୍ କଲେଜରେ ସକାଳ ୮ଟାରୁ ଅପରାହ୍ନ ୫ଟା ଏବଂ କଟକ, ବ୍ରହ୍ମପୁର ଓ ବୁର୍ଲା ବଡ ମେଡିକାଲ, କଟକ ଶିଶୁ ଭବନ ଇତ୍ୟାଦିରେ ୨୪×୭ ଘଣ୍ଟା ପରାମର୍ଶ ଦିଆଯାଉଛି।

Also Read | Manoj Das: ସାହିତ୍ୟ ଜଗତରେ ଏକ ଯୁଗର ଅବସାନ, ଆରପାରିରେ ପଦ୍ମଭୂଷଣ ମନୋଜ ଦାସ

Share this: