Odisha Plus 2 Class: ଆସନ୍ତା ୨୨ରୁ +2 ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ

college -Degree Odisha
Share this:

ଭୁବନେଶ୍ଵର: ଓଡ଼ିଶାରେ ଆସନ୍ତା ୨୨ ତାରିଖ ଗୁରୁବାର ଠାରୁ +୨ (Odisha Plus 2 Class) ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଆଜି ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ (School and Education Minister-Samir Ranjan Dash) ସୂଚନା ଦେଇଛନ୍ତି।

mi

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ପ୍ରାୟ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ନାମ ଲେଖାଇ ସାରିଲେଣି। ଏଥର ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ କିଛି ଛାତ୍ରଛାତ୍ରୀଙ୍କ ନାମ ଲେଖା ହୋଇ ନ ଥିବା ବେଳେ ସେମାନଙ୍କର ଆସନ୍ତା ୧୭ ତାରିଖରେ ନାମଲେଖା ହେବ। ତେବେ ତାହା ପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇ କହିଛନ୍ତି।

Read Also | Train cancelled: ଦୋହରୀକରଣ କାର୍ଯ୍ୟ ଲାଗି କେତେକ ଟ୍ରେନ୍‍ ବାତିଲ୍‍, ଜାଣନ୍ତୁ ଲିଷ୍ଟ

ear phone_amazon

Share this:

Leave a Reply

Your email address will not be published.