Odisha Covid19: ଆଜି ରାଜ୍ୟରେ ରେକର୍ଡ ୩୩୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୭୩ ହଜାର ୫୭୧କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୮୯ ଜଣ ସୁସ୍ଥ କଟକରୁ ୫୪୦ ଜଣ, ବରଗଡ଼ରୁ ୧୦୦ ଜଣ, ଯାଜପୁରରୁ ୧୭୬ ଜଣ, ମୟୁରଭଞ୍ଜରୁ ୧୩୦ ଜଣ, ଭଦ୍ରକରୁ ୪୭ ଜଣ, ବାଲେଶ୍ଵରରୁ ୧୧୧ ଜଣ, ଢେଙ୍କାନାଳରୁ ୪୪ ଜଣ, ପୁରୀରୁ ୨୦୦ ଜଣ, ଜଗତସିଂପୁରରୁ ୧୧୫ ଜଣ, ରାୟଗଡାରୁ ୧୪୧ ଜଣ, ଗଞ୍ଜାମରୁ ୪୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୨୭  ଜଣ, ଅନୁଗୋଳରୁ ୪୫ ଜଣ, ନୟାଗଡ ୩୬ ଜଣ, ସୋନପୁରରୁ ୮୦ ଜଣ, ବଲାଙ୍ଗୀରରୁ ୬୬ ଜଣ, ସୁନ୍ଦରଗଡରୁ ୧୩୭ ଜଣ, ଝାରସୁଗୁଡାରୁ ୮୬  ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୪ ଜଣ, କେନ୍ଦ୍ରାପଡା ୧୨୩ ଜଣ, କୋରାପୁଟରୁ ୯୯ ଜଣ, କେଉଁଝରରୁ ୧୦୨ ଜଣ, କନ୍ଧମାଳରୁ ୧୩୭ ଜଣ, ନୂଆପଡ଼ାରୁ ୪୯ ଜଣ, କଳାହାଣ୍ଡିରୁ ୭୬ ଜଣ, ଗଜପତିରୁ ୩୧ ଜଣ, ବୌଦ୍ଧରୁ ୧୪ ଜଣ, ମାଲକାନଗିରି ଜିଲ୍ଲାରୁ ୬୩ ଜଣ ଏବଂ ଦେଓଗଡରୁ ୭  ଜଣ ଏବଂ ଷ୍ଟେଟ୍ ପୁଲରୁ ୭୯ସୁସ୍ଥ ହୋଇଛନ୍ତି।

Also Read:

IPL 2020: ଅନୁଷ୍କାଙ୍କ ଜବାବପରେ, ଗାଭାସ୍କରଙ୍କ ସଫେଇ ସେ ମହିଳା ବିରୋଧୀ ବିବୃତ୍ତି ଦେଇ ନାହାଁନ୍ତି; ଜାଣନ୍ତୁ କଣ କହିଛନ୍ତି ଗାଭାସ୍କର…

Share this: