Odisha Covid-19: ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ଆଉ ୬୬୯ ଜଣ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୬୬୯ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୭୩୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

RupeeKwik – Everybody Deserves a Loan (Loan Amount: From ₹ 1,000 to 5,00,000.)

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ, କଟକରୁ ୪୦ ଜଣ, ଅନୁଗୋଳରୁ ୪୪ ଜଣ, ବରଗଡ଼ରୁ ୨୭ ଜଣ, ଯାଜପୁରରୁ ୨୮ ଜଣ, ମୟୁରଭଞ୍ଜରୁ ୬୫ ଜଣ, ଭଦ୍ରକରୁ ୭ ଜଣ, ବାଲେଶ୍ଵରରୁ ୧୮ ଜଣ, ଢେଙ୍କାନାଳରୁ ୪ ଜଣ, ପୁରୀରୁ ୭ ଜଣ, ଜଗତସିଂପୁରରୁ ୩୮ ଜଣ, ରାୟଗଡାରୁ ୧ ଜଣ, ଗଞ୍ଜାମରୁ ୧୩ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୨୩ ଜଣ, ନୟାଗଡରୁ ୫ ଜଣ, ସୋନପୁରରୁ ୫ ଜଣ, ବଲାଙ୍ଗୀରରୁ ୧୬ ଜଣ, ସୁନ୍ଦରଗଡରୁ ୫୭ ଜଣ, ଝାରସୁଗୁଡାରୁ ୪୭ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡା ୩୧ ଜଣ, କୋରାପୁଟରୁ ୩ ଜଣ, କେଉଁଝରରୁ ୪୮ ଜଣ, କନ୍ଧମାଳରୁ ୩ ଜଣ, ନୂଆପଡ଼ାରୁ ୨୪ ଜଣ, କଳାହାଣ୍ଡିରୁ ୨୦ ଜଣ, ମାଲକାନଗିରି ଜିଲ୍ଲାରୁ ୪ ଜଣ, ଦେଓଗଡରୁ ୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୩ ଜଣ ସୁସ୍ଥ ହୋଇଛନ୍ତି।

Also Read| OIL Seismic Campaign: ଓଡ଼ିଶାରେ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ତୈଳ ଓ ଗ୍ୟାସର ସନ୍ଧାନ: ଧର୍ମେନ୍ଦ୍ର ପ୍ରଧାନ

[amazon_auto_links id=”9939″]

Share this: