Odisha Covid-19: ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୨୯୭ ଜଣ

Share this:

ଭୁବନେଶ୍ଵର: ରାଜ୍ୟରେ ଗତକାଲି ୧ ହଜାର ୨୯୭ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୯ ହଜାର ୧୯୯କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୪୨ ଜଣ, କଟକରୁ ୧୧୧ ଜଣ, ଅନୁଗୋଳରୁ ୭୬ ଜଣ, ବରଗଡ଼ରୁ ୪୦ ଜଣ, ଯାଜପୁରରୁ ୩୦ ଜଣ, ମୟୁରଭଞ୍ଜରୁ ୧୩୩ ଜଣ, ଭଦ୍ରକରୁ ୩୨ ଜଣ, ବାଲେଶ୍ଵରରୁ ୧୦୦ ଜଣ, ଢେଙ୍କାନାଳରୁ ୨୦ ଜଣ, ପୁରୀରୁ ୫୨ଜଣ, ଜଗତସିଂପୁରରୁ ୬୭ ଜଣ, ରାୟଗଡାରୁ ୪ ଜଣ, ଗଞ୍ଜାମରୁ୧୪ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୬ ଜଣ, ନୟାଗଡରୁ ୧୫ ଜଣ, ସୋନପୁରରୁ ୫  ଜଣ, ବଲାଙ୍ଗୀରରୁ ୪୩ ଜଣ, ସୁନ୍ଦରଗଡରୁ ୭୪ ଜଣ, ଝାରସୁଗୁଡାରୁ ୧୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୦ ଜଣ, କେନ୍ଦ୍ରାପଡା ୬୨ ଜଣ, କୋରାପୁଟରୁ ୧୮ ଜଣ, କେଉଁଝରରୁ ୩୪ ଜଣ, କନ୍ଧମାଳରୁ ୧୮ ଜଣ, ନୂଆପଡ଼ାରୁ ୩୨      ଜଣ, କଳାହାଣ୍ଡିରୁ ୩୭ ଜଣ, ମାଲକାନଗିରି ଜିଲ୍ଲାରୁ ୧୦ ଜଣ, ଦେଓଗଡରୁ ୪ ଜଣ,ଗଜପତି ଜିଲ୍ଲାରୁ ୭ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି।

Also Read| LL: ଆର୍‍ଟିଓରେ ଆଜିଠୁ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ, ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମିଳବ ସୁଯୋଗ

[amazon_auto_links id=”10086″]

Share this: