OCS-2020: ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

Share this:

କଟକ: OPSC ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପ୍ରିଲିମିନାରୀ ପରୀକ୍ଷା ୨୦୨୦ (Odisha Civil Service Preliminary Examination-2020)କୁ ସ୍ଥଗିତ ରଖାଯାଇଛି। ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଜାରି ବିଜ୍ଞାପନରେ  କୁହାଯାଇଛି ଯେ OCS-2020 ପାଇଁ ଆବେଦନ କରିଥିବା ସମସ୍ତ ସମ୍ପୃକ୍ତ ପ୍ରାର୍ଥୀଙ୍କ ସୂଚନା ପାଇଁ ଏହା ହେଉଛି ଯେ ୫ ମେ ୨୦୨୧ ରୁ ୧୯ ମେ ୨୦୨୧  ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ଦ୍ଵାରା ଘୋଷିତ ଲକଡାଉନ୍ କୁ ଦୃଷ୍ଟିରେ ରଖି ପୂର୍ବରୁ OCS ପ୍ରିଲିମିନାରୀ ପରୀକ୍ଷା ପାଇଁ ଧାର୍ଯ୍ୟ ତାରିଖକୁ ଏଠାରେ ସ୍ଥଗିତ ରଖାଯାଇଛି। ଉକ୍ତ ପ୍ରିଲିମିନାରୀ ପରୀକ୍ଷାର କାର୍ଯ୍ୟକ୍ରମର ବିବରଣୀଗୁଡିକ ଠିକ୍ ସମୟରେ ସୂଚିତ କରାଯିବ। ଏହି ପ୍ରସଙ୍ଗରେ ଅଧିକ ସୂଚନା ପାଇଁ ନିୟମିତ ଭାବେ http://opsc.gov.in ରେ ଆୟୋଗର ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ OCS-୨୦୨୦ ପ୍ରିଲିମିନାରୀ ପରୀକ୍ଷା ମେ ୨୩ ତାରିଖରେ ଅନୁଷ୍ଠିତ ହେବାର ଥିଲା।

You May Like It

Also Read | Bengal ନିର୍ବାଚନ ଫଳାଫଳର ପ୍ରଭାବ; ରାହୁଲ ଗାନ୍ଧୀଙ୍କ ବିଷୟରେ ସୋନିଆଙ୍କ ଯୋଜନା ଭାଙ୍ଗିଲା

Share this:

Leave a Reply

Your email address will not be published. Required fields are marked *