Covid-19 Odisha: ଆଜି କରୋନାରେ ୧୬ ଜଣଙ୍କର ମୃତ୍ୟୁ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ଶୁକ୍ରବାର କରୋନା (Covid-19) ରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୪୧ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

Also Read| Matric Form Fill-up: ମ୍ୟାଟ୍ରିକ ପରୀକ୍ଷା ଫର୍ମ ଫିଲ୍‍ଅପ୍‍ ବିଜ୍ଞପ୍ତି ପ୍ରତ୍ୟାହାର, ଫର୍ମ ପୂରଣ ନେଇ ପରେ ପ୍ରକାଶ ପାଇବ ବିଜ୍ଞପ୍ତି

Share this: