French Open Women’s 2020: ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ଵିଟେକ୍ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍

Share this:

ପ୍ୟାରିସ:  ଫ୍ରେଞ୍ଚ ଓପନ ଟେନିସ୍ ମହିଳା (French Open Women’s 2020) ବର୍ଗରେ ପୋଲାଣ୍ଡ (Poland)ର କିଶୋରୀ ଇଗା ସ୍ଵିଟେକ୍ (Iga Swiatek) ନୂତନ ଫ୍ରେଞ୍ଚ ଓପନ୍-୨୦୨୦ର ଚାମ୍ପିଅନ୍ ହୋଇଛନ୍ତି।  ସେ ମହିଳା ସିଙ୍ଗଲ୍ସ ଫାଇନାଲରେ ଆମେରିକୀୟ ଅଷ୍ଟ୍ରେଲୀୟ ଓପନ୍ ବିଜେତା ସୋଫିଆ କେନିନ୍ (Sofia Kenin) ଙ୍କୁ  6-4, 6-1ରେ ପରାସ୍ତ କରିଛନ୍ତି।

୧୯ ବର୍ଷୀୟ ଇଗା ସ୍ଵିଟେକ୍ ଅବିଶ୍ୱସନୀୟ ସଫଳତା ପାଇଁ ୧୯ ଲକ୍ଷ ଡଲାର୍ ରୋଜଗାର କରିବେ ଏବଂ ବିଶ୍ୱ ମାନ୍ୟତାରେ ୧୭ ତମ ସ୍ଥାନକୁ ଉନ୍ନୀତ ହେବେ।

ସୂଚନାଯୋଗ୍ୟ ସୋଫିଆ କେନିନ ଆହତ କାରଣରୁ କୋର୍ଟ ଛାଡିଥିଲେ ଏବଂ କୋର୍ଟକୁ ଫେରିବା ପରେ ସେ ତାଙ୍କ ସ୍ଵାଭାବିକ ଖେଳ ଖେଳିପାରିନଥିଲେ।

Also Read | French Open Finals:ନୋଭାକ୍ ଜୋକୋଭିକ୍ ଏବଂ ରାଫେଲ ନାଡାଲଙ୍କ ମଧ୍ୟରେ ଫାଇନାଲ, ହେବ ରୋମାଞ୍ଚକର

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

Share this:

Leave a Reply

Your email address will not be published. Required fields are marked *