DL and LL Test Cancelled: ରାଜ୍ୟର ସବୁ RTO ରେ DL ଏବଂ LL ଟେଷ୍ଟ ହେଲା ବାତିଲ

Share this:

ଭୁବନେଶ୍ଵର: କୋଭିଡ୍ (Covid-19) ରୁ ଉତ୍ପନ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି (STA)  ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆରଟିଓରେ DL ପରୀକ୍ଷା ଏବଂ LL ପରୀକ୍ଷାକୁ ବାତିଲ କରିଛନ୍ତି । ଏହା ଏପ୍ରିଲ ୨୨,୨୦୨୧ ଠାରୁ ଲାଗୁହେବ।

ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଏହି ପ୍ରତିବନ୍ଧକ ଜାରି କରିଛନ୍ତି। କୋଭିଡ଼ ଅବସ୍ଥାକୁ ଦେଖି ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ସ୍ଲଟ୍ ପ୍ରତି କୋଟା ହ୍ରାସ କରିପାରେ କିମ୍ବା କୋଭିଡ୍ ସ୍ଥିତିକୁ ଧ୍ୟାନରେ ରଖି ସମ୍ପୃକ୍ତ ଅଞ୍ଚଳରେ ସମସ୍ତ ଡ୍ରାଇଭିଂ ସମ୍ବନ୍ଧୀୟ ସେବା ଏବଂ VAHAN ସମ୍ବନ୍ଧୀୟ ସେବା ପାଇଁ ବିଦ୍ୟମାନ ସ୍ଲଟ୍ ବାତିଲ୍ କରିପାରେ।

ଜନସାଧାରଣଙ୍କ ସୂଚନା ପାଇଁ ଫେସବୁକ୍ ଓ ଟ୍ୱିଟର ଅଫିସିଆଲ୍ ଆକାଉଣ୍ଟରେ DL ଏବଂ LL ପରୀକ୍ଷା ସ୍ଥଗିତ ରଖିବା ବିଷୟରେ ଆରଟିଓ ଅପଲୋଡ୍ କରିବା ପାଇଁ ନିର୍ଦେଶ ଅଛି।

[amazon_auto_links id=”10233″]

Also Read | Corona Odisha: ଆଜି ଓଡ଼ିଶାରୁ ପୁଣି ୪ ହଜାର ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ, ବଢିଲା ସ୍ଥାନୀୟ ସଂକ୍ରମଣ

Share this:

Leave a Reply

Your email address will not be published. Required fields are marked *