Odisha Weather Report: ପୁଣି ଅନୁଗୁଳ ରାଜ୍ୟରେ ଉତ୍ତପ୍ତ ସହର

Share this:

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏହା ସହିତ କେତେକ ସ୍ଥାନରେ ଘନକୁହୁଡ଼ି ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୭ ଡିଗ୍ରୀ ସେଲସିୟସ୍‍ ଅନୁଗୁଳ (Angul) ଠାରେ ରେକର୍ଡ କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ଶୁଖିଲା ରହିବା ସହ ୯ଟି ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି।

[amazon_auto_links id=”9932″]

Also Read | Covid19 New Guidelines: ମଲ୍‍,ରେସ୍ତୋରା ଓ ଧର୍ମସ୍ଥଳଗୁଡ଼ିକ ପାଇଁ ନୂଆ କୋଭିଡ଼ ମାର୍ଗଦର୍ଶିକା ଜାରି

Share this:

Leave a Reply

Your email address will not be published. Required fields are marked *