Breaking Newsଦେଶ ବିଦେଶ

ଚୀନ୍‌ର ବିପଦକୁ ମୁକାବିଲା ପାଇଁ ଆମେରିକା ସେନା ନିୟୋଜିତ ହେବ : ଆମେରିକାର ବୈଦେଶିକ ସଚିବ

Share this:

ଆମେରିକାର ବୈଦେଶିକ ସଚିବ ମାଇକ ପୋନପିଓ କହିଛନ୍ତି ଯେ ଚୀନ୍ ,ଭାରତ ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ବ୍ରୁସେଲ୍ସ ଫୋରମରେ ଏକ ପ୍ରଶ୍ନର ଉତ୍ତରରେ ପୋନପିଓ ଏହା କହିଛନ୍ତି।

ପୋନପିଓଙ୍କୁ ପଚରାଯାଇଥିଲା ଯେ ଆମେରିକା କାହିଁକି ଜର୍ମାନୀରୁ ନିଜର ଶକ୍ତି ହ୍ରାସ କରିଛି? ସେ ଚୀନ୍ କୁ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ବିପଦ ବୋଲି ବର୍ଣ୍ଣନା କରିଛନ୍ତି। ତେଣୁ ସେନାକୁ ସେଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

Share this: