Simona Halep: ୱିମ୍ବଲଡନ୍ ଚାମ୍ପିଅନ୍ ସିମୋନା ହାଲେପ କୋଭିଡ-୧୯ ପଜିଟିଭ ଚିହ୍ନଟ
ୱିମ୍ବଲଡନ୍ ଚାମ୍ପିଅନ୍ (Wimbledon Champion) ସିମୋନା ହାଲେପ (Simona Halep) କହିଛନ୍ତି ଯେ ସେ କରୋନା ଭାଇରସ (Corona virus) ସ୍କ୍ରିନିଂରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୯ ବର୍ଷୀୟ ରୋମାନିଆ (Romania) ଖେଳାଳି ଟ୍ୱିଟ୍ (tweet) କରି କହିଛନ୍ତି ଯେ ସେ ତାଙ୍କ ଘରେ କ୍ୱାରାଣ୍ଟାଇନ୍ ଅଛନ୍ତି।
ବିଶ୍ୱ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଥିବା ହାଲେପ ୨୦୧୮ ରେ ଫ୍ରେଞ୍ଚ ଓପନ୍ (French Open) ଏବଂ ୨୦୧୯ ରେ ୱିମ୍ବଲଡନ୍ ଚାମ୍ପିଅନ୍ ହୋଇଥିଲେ। କୋଭିଡ-୧୯ (Covid-19) କାରଣରୁ ଚଳିତ ବର୍ଷ ୱିମ୍ବଲଡନ ଆୟୋଜିତ ହୋଇପାରିଲା ନାହିଁ।
Hi everyone, I wanted to let you know that I tested positive for COVID-19. I am self-isolating at home and am recovering well from mild symptoms. I feel good… we will get through this together 🤗💪
— Simona Halep (@Simona_Halep) October 31, 2020
Also Read| Indian Boxing: କବିନ୍ଦର ଏବଂ ସଞ୍ଜିତ ଫ୍ରାନ୍ସ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ