ରାଜ୍ୟରେ ଆଜି କରୋନାରେ ୧୪ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ ଯୋଗେ ସୂଚନା ଦିଆଯାଇଛି।

ଆଜି, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଏବଂ ଭୁବନେଶ୍ଵରରୁ ୪ ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ୫ ଜଣ,କଟକରୁ ଜଣେ ,କଳାହାଣ୍ଡିରୁ ଜଣେ,କୋରାପୁଟରୁ ଜଣେ,ମୟୁରଭଞ୍ଜରୁ ୨ ଜଣ,ପୁରୀ ଜିଲ୍ଲାରୁ ୩ ଜଣ ଓ ସମ୍ବଲପୁର ଜିଲ୍ଲାରୁ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।

Also Read:

ଓଡ଼ିଶାରେ ରେକର୍ଡ ୩,୯୯୬ କାରୋନା ପଜିଟିଭ ଚିହ୍ନଟ

ଭାରତରେ ପୁଣି ରେକର୍ଡ ସଂଖ୍ୟକ ୯୬ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ,୧୨୦୯ ଜଣଙ୍କ ମୃତ୍ୟୁ

Share this: