Odisha Weather Report: ତାପମାତ୍ରା କମୁଛି, ଆସନ୍ତା ୨୪ ଘଣ୍ଟାରେ ପାଗ ବଦଳିବ

Share this:

ଭୁବନେଶ୍ଵର: ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବା ସହିତ ପାଣିପାଗରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ତେବେ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆସନ୍ତା ୨୪ ଘଣ୍ଟା ପରେ ପାଗ ବଦଳିବ।

ଆସନ୍ତା ୩ରୁ ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲ୍‍ସିୟସ୍‍ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି।

ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ବର୍ଷାର ସମ୍ଭାବନା ନ ଥିବା ପାଣିପାଗ ବିଭାଗସୂତ୍ରରୁ ଜଣାପଡିଛି।

Also Read | Watch Donald Trump: ଦେଖନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କୁ YMCA ଗୀତରେ ନାଚିବାର ଭିଡିଓ

Share this:

Leave a Reply

Your email address will not be published. Required fields are marked *