ଆଜିର ରାଶିଫଳ

Share this:

ମେଷ: ଜୀବନରେ ତୃପ୍ତି ଓ ସନ୍ତୁଷ୍ଟ ସହିତ ରହିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ। ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ। ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ। ଆଜି ଆପଣ ଆପଣଙ୍କର ବନ୍ଧୁମାନେ ଆବଶ୍ୟକତା ସମୟରେ ସାହାଯ୍ୟ କରିଲେନି ବୋଲି ଭାବିପାରନ୍ତି।

ବୃଷ: ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ। ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ। ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ। ଘରୁ ବାହାରେ ରହୁଥିବା ବ୍ୟକ୍ତି ମାନଙ୍କୁ ଆଜି ଘର କଥା ବେଶୀ ମାନେ ପଡିବ।

ମିଥୁନ: ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ। ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟା ବେଳେ ବୁଲିବାକୁ ନିହାତି ଯାନ୍ତୁ। ଆଜି ଆପଣ ଗହଳି ବ୍ୟତୀତ ଏକା ରହିବାକୁ ବେଶୀ ପସନ୍ଦ କରିବେ। ଆଜି ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ।

କର୍କଟ: ଶରୀର ସୁସ୍ଥ ରହିବ ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ। ଅଟକି ଥିବା ଘରୋଇ କାର୍ଯ୍ୟକୁ ନିଜର ଜୀବନସାଥୀ ସହିତ ମିଶି ପୁରା କରିବାର ବ୍ୟବସ୍ତା କରନ୍ତୁ। ଆଜି ଆପଣ ଲୋକପ୍ରିୟ ହେବେ ଓ ବହୁତ ସାରା ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହେବେ। କର ଓ ବୀମା ଯୋଜନା ଉପରେ ଆଜି ବିଶେଷ ଧ୍ୟାନ ଦେବେ। ସ୍କୁଲ ରେ କୌଣସି ସିନିଅର ଙ୍କ ସହିତ ଝଗଡ଼ା ହୋଇପାରେ।

ସି˚ହ: ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରନ୍ତି। କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ। ନିଜର ସାମାଜିକ ଜୀବନକୁ ଅବହେଳା କରନ୍ତୁ ନାହିଁ। ନିଜର ବ୍ୟସ୍ତ ଦୈନିକ-କାର୍ଯ୍ୟରୁ ଟିକେ ସମୟ କାଢିକି ନିଜ ପରିବାର ସହିତ ଆୟୋଜନରେ ଭାଗ ନିଅନ୍ତୁ। ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ। ଆଜି ଆପଣଙ୍କର ଘର ଲୋକ ଆପଣଙ୍କ କଥା ନ ଶୁଣିବାରୁ ଆପଣଙ୍କର କ୍ରୋଧର ଶିକାର ହୋଇପାରନ୍ତି।

କନ୍ୟା: ଆପଣଙ୍କ ବ୍ୟକ୍ତିଗତ ସମସ୍ୟା ମାନସିକ ଶାନ୍ତିକୁ ଭଙ୍ଗ କରି ପାରେ। ମାନସିକ ଚାପଠୁ ରକ୍ଷା ପାଇବା ପାଇଁ କିଛି କୌତୁହଳଜନକ ଓ ଭଲ ପୁସ୍ତକ ପଢ଼ନ୍ତୁ। ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି। ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏସବୁ କରିପାରିବେନି।

ତୁଳା: ମାନସିକ ଚାପରୁ ନିଜାତ ପାଇବା ପାଇଁ ନିଜର ବହୁମୂଲ୍ୟ ସମୟ ପିଲା ମାନଙ୍କ ସହିତ ବିତାନ୍ତୁ। ଆପଣ ପିଲାଙ୍କ ଚିକିତ୍ସା ପାଇଁ ଶକ୍ତି ଅନୁଭବ କରିବେ। ସେମାନେ ଆଧ୍ୟାତ୍ମିକ ଦୃଷ୍ଟିରୁ ଭୂମିରେ ସବୁଠୁ ଅଧିକ ବଳବାନ ଓ ଭାବନାତ୍ମକ ଲୋକ। ତାଙ୍କ ସହିତ ଆପଣ ନିଜକୁ ଉର୍ଜାରେ ଭରା ଅନୁଭବ କରିବେ।

ବିଛା: ଆଜି ଅନ୍ୟ ଲୋକଙ୍କ ଚିନ୍ତା ଯୋଗୁଁ ନିଜକୁ ସମୟ ଦେଇ ପାରିବେନି ତେଣୁ ନିଜ ପାଇଁ ଟିକେ ସମୟ କାଢନ୍ତୁ ଓ ନିଜକୁ ଖୁସି ଦେବା ପରି କାମ କରନ୍ତୁ। ନିଜକୁ ଅବହେଳା କରନ୍ତୁ ନାହିଁ। ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ। ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ। ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ।

ଧନୁ: ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ। ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ। ଆଜି ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ। ଆପଣଙ୍କ ଅବସର ସମୟରେ ଆପଣ ଆଜି ଧ୍ୟାନ କରିବାକୁ ପସନ୍ଦ କରିବେ ଯଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ। ଏକେଲା ରହିବାର ଭାବନାରୁ ବାହାରକୁ ଆସନ୍ତୁ ଓ ପରିବାର ସହିତ ଟିକେ ସମୟ ବିତାନ୍ତୁ। ନିଜ ଆଚରଣ ଓ ଵେଷ ପୋଷାକ ସାମାନ୍ୟ ରଖନ୍ତୁ। ଯଦିବା ଆପଣଙ୍କ ପାଖରେ ସମୟ ରହିବ ତଥାପି ଆପଣ ଆପଣଙ୍କୁ ସନ୍ତୁଷ୍ଟ କଲାଭଳି କିଛି କାମ କରିପାରିବେନି।  

ମକର: ବାହାରେ ବୁଲା ବୁଲି ଓ ପୂର୍ଣ୍ଣତା ଭ୍ରମଣ ଯୋଗୁଁ ଆଜି ଆପଣ ବହୁତ ଖୁସି ଅନୁଭବ କରିବେ। ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ। ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବ। ଆଜି ଆପଣ ଆପଣଙ୍କର କୌଣସି ବନ୍ଧୁଙ୍କ ସହ ସମୟ କଟାଇପାରନ୍ତି। କିନ୍ତୁ ମଦ୍ୟପାନରୁ ନିଜକୁ ନିବୃତ ରଖିବେ କାରଣ ଏହା କେବଳ ସମୟର ଅପଚୟ ହେବ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି। ଯଦି ଏକା ଅନୁଭବ କରୁଛନ୍ତି ତାହେଲେ ନିଜର ପରିବାର ଲୋକଙ୍କ ସାହଯ୍ୟ ନିୟନ୍ତୁ। ଏହା ଆପଣଙ୍କୁ ମାନସିକ ଚାପରୁ ସୁରକ୍ଷିତ କରିବ ଓ  ଠିକ କାମ କରିବାରେ ସାହାଯ୍ୟ ମଧ୍ୟ କରିବ।  

ମୀନ: ଶରୀର ସୁସ୍ଥ ରହିବ ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ। ଅଟକି ଥିବା ଘରୋଇ କାର୍ଯ୍ୟକୁ ନିଜର ଜୀବନସାଥୀ ସହିତ ମିଶି ପୁରା କରିବାର ବ୍ୟବସ୍ତା କରନ୍ତୁ। ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି। ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏସବୁ କରିପାରିବେନି।

Also Read | ଚୋରମାନେ ମନ୍ଦିରର ତିନି ପୂଜାରୀଙ୍କୁ ହତ୍ୟା କରି ନଗଦ ଟଙ୍କା ନେଇ ଫେରାର

Share this: