ଆଜିର ରାଶିଫଳ

Share this:

ମେଷ: ଶରୀର ସୁସ୍ଥ ରହିବ ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ। ଅଟକି ଥିବା ଘରୋଇ କାର୍ଯ୍ୟକୁ ନିଜର ଜୀବନସାଥୀ ସହିତ ମିଶି ପୁରା କରିବାର ବ୍ୟବସ୍ତା କରନ୍ତୁ। ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି। ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏସବୁ କରିପାରିବେନି।

ବୃଷ: ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ ସୁଯୋଗ ହରାଇପାରନ୍ତି। ଯଦି ଏକା ଅନୁଭବ କରୁଛନ୍ତି ତାହେଲେ ନିଜର ପରିବାର ଲୋକଙ୍କ ସାହଯ୍ୟ ନିୟନ୍ତୁ। ଏହା ଆପଣଙ୍କୁ ମାନସିକ ଚାପରୁ ସୁରକ୍ଷିତ କରିବ ଓ  ଠିକ କାମ କରିବାରେ ସାହାଯ୍ୟ ମଧ୍ୟ କରିବ।

ମିଥୁନ: ବାହାରେ ବୁଲା ବୁଲି ଓ ପୂର୍ଣ୍ଣତା ଭ୍ରମଣ ଯୋଗୁଁ ଆଜି ଆପଣ ବହୁତ ଖୁସି ଅନୁଭବ କରିବେ। ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ। ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବ। ଆଜି ଆପଣ ଆପଣଙ୍କର କୌଣସି ବନ୍ଧୁଙ୍କ ସହ ସମୟ କଟାଇପାରନ୍ତି। କିନ୍ତୁ ମଦ୍ୟପାନରୁ ନିଜକୁ ନିବୃତ ରଖିବେ କାରଣ ଏହା କେବଳ ସମୟର ଅପଚୟ ହେବ।

କର୍କଟ: ଗୋଳମାଳିଆ ଅବସ୍ଥାରେ ଫସିବା କାରଣରୁ ଚିନ୍ତିତ ହୁଅନ୍ତୁ ନାହିଁ। ନିଜର ମନଦସା ପରିବର୍ତନ କରିବା ପାଇଁ କୌଣସି ସାମାଜିକ ଆୟୋଜନରେ ଭାଗ ନିଅନ୍ତୁ। ଆଜି ଆପଣଙ୍କୁ ସେମିତି ବନ୍ଧୁ ମାନଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଋଣ ନିଅନ୍ତି କିନ୍ତୁ ଫେରାନ୍ତି ନାହିଁ। ଆପଣଙ୍କ ଅବସର ସମୟରେ ଆପଣ ଆଜି ଧ୍ୟାନ କରିବାକୁ ପସନ୍ଦ କରିବେ ଯଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ। ଏକେଲା ରହିବାର ଭାବନାରୁ ବାହାରକୁ ଆସନ୍ତୁ ଓ ପରିବାର ସହିତ ଟିକେ ସମୟ ବିତାନ୍ତୁ। ନିଜ ଆଚରଣ ଓ ଵେଷ ପୋଷାକ ସାମାନ୍ୟ ରଖନ୍ତୁ। ଯଦିବା ଆପଣଙ୍କ ପାଖରେ ସମୟ ରହିବ ତଥାପି ଆପଣ ଆପଣଙ୍କୁ ସନ୍ତୁଷ୍ଟ କଲାଭଳି କିଛି କାମ କରିପାରିବେନି।  

ସି˚ହ: ଆଜି ଅନ୍ୟ ଲୋକଙ୍କ ଚିନ୍ତା ଯୋଗୁଁ ନିଜକୁ ସମୟ ଦେଇ ପାରିବେନି ତେଣୁ ନିଜ ପାଇଁ ଟିକେ ସମୟ କାଢନ୍ତୁ ଓ ନିଜକୁ ଖୁସି ଦେବା ପରି କାମ କରନ୍ତୁ। ନିଜକୁ ଅବହେଳା କରନ୍ତୁ ନାହିଁ। ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ। ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ। ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ।

କନ୍ୟା: ଭାବିବା ଆଗରୁ ଦୁଇ ଥର ଭାବନ୍ତୁ। ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରି ପାରିବେ। ଆଜି ଆପଣଙ୍କୁ ବାସ୍ତବିକ ଲାଭ ମିଳିବ ଯଦି କୋଉଠି ବହୁତ ଦିନ ପାଇଁ ନିବେଶ କରିବେ। ଆଜି ନିଜର ଦୈନିକ କାର୍ଯ୍ୟରୁ ବିଶ୍ରାମ ନେଇ ସାଙ୍ଗ ମାନଙ୍କ ସାଙ୍ଗରେ ବୁଲିବାକୁ ଯାନ୍ତୁ। ଆଜି ସାବଧାନ ହୋଇ ଗାଡ଼ି ଚଲାନ୍ତୁ।

ତୁଳା: ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧନ ପ୍ରାପ୍ତି ହୋଇପାରେ। ଆଜି ଆପଣ ଅନ୍ୟ ବେପାରରେ ସାମିଲ ହେବ ବର୍ଜନ କରନ୍ତୁ। ଆପଣଙ୍କ ଶାନ୍ତ ହୃଦୟ ପାଇଁ ଘର ପରିସର ମଧ୍ୟ ଭଲ ରଖିବାରେ ଆପଣ ସକ୍ଷମ ହୋଇପାରିବେ।  

ବିଛା: ନିଜ ଉର୍ଜାରେ ବୃଦ୍ଧି ଆଣିବା ପାଇଁ ଆରାମ କରନ୍ତୁ। ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ। ଆପଣ ତାଙ୍କୁ ଉଦ୍ଧାର ଦେଇ ତ ଦେବେ କିନ୍ତୁ ସେଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇପାରେ। ଯଦି ଆଜି ଆପଣ କାହାକୁ ପରାମର୍ଶ ଦେଉଛନ୍ତି ତାହେଲେ ନିଜେ ବି ପରାମର୍ଶ ନେବାକୁ ପ୍ରସ୍ତୁତ ରୁହନ୍ତୁ। ଅଫିସ୍ ରେ ସାଙ୍ଗମାନଙ୍କ ସହିତ ଅଧିକ କଥାହେବା ଦ୍ଵାରା ଘରେ ବିରକ୍ତି ଭାବ ପ୍ରକାଶ କରିପାରନ୍ତି।

ଧନୁ: ଶରୀର ସୁସ୍ଥ ରହିବ ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ। ଅଟକି ଥିବା ଘରୋଇ କାର୍ଯ୍ୟକୁ ନିଜର ଜୀବନସାଥୀ ସହିତ ମିଶି ପୁରା କରିବାର ବ୍ୟବସ୍ତା କରନ୍ତୁ। ଆଜି ଆପଣ ଲୋକପ୍ରିୟ ହେବେ ଓ ବହୁତ ସାରା ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହେବେ। କର ଓ ବୀମା ଯୋଜନା ଉପରେ ଆଜି ବିଶେଷ ଧ୍ୟାନ ଦେବେ। ସ୍କୁଲ ରେ କୌଣସି ସିନିଅର ଙ୍କ ସହିତ ଝଗଡ଼ା ହୋଇପାରେ।

ମକର: ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ। ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟା ବେଳେ ବୁଲିବାକୁ ନିହାତି ଯାନ୍ତୁ। ଆଜି ଆପଣ ଗହଳି ବ୍ୟତୀତ ଏକା ରହିବାକୁ ବେଶୀ ପସନ୍ଦ କରିବେ। ଆଜି ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ।

କୁମ୍ଭ: ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ। ଯେଉଁମାନେ ଆର୍ଥିକ ସଙ୍କଟ ମଧ୍ୟଦେଇ ଯାଉଛନ୍ତି ସେମାନଙ୍କୁ ଧାନ ପ୍ରାପ୍ତି ହୋଇପାରେ ଯାହା ଦ୍ୱାରା ବହୁତଗୁଡିଏ ସମସ୍ୟାର ସମାଧାନ ହୋଇପାରିବ। ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ। ଘରୁ ବାହାରେ ରହୁଥିବା ବ୍ୟକ୍ତି ମାନଙ୍କୁ ଆଜି ଘର କଥା ବେଶୀ ମାନେ ପଡିବ।  

ମୀନ: ଜୀବନରେ ତୃପ୍ତି ଓ ସନ୍ତୁଷ୍ଟ ସହିତ ରହିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ। ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ। ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ। ଆଜି ଆପଣ ଆପଣଙ୍କର ବନ୍ଧୁମାନେ ଆବଶ୍ୟକତା ସମୟରେ ସାହାଯ୍ୟ କରିଲେନି ବୋଲି ଭାବିପାରନ୍ତି।

Also Read | ଚୋରମାନେ ମନ୍ଦିରର ତିନି ପୂଜାରୀଙ୍କୁ ହତ୍ୟା କରି ନଗଦ ଟଙ୍କା ନେଇ ଫେରାର

Share this: