Odisha Weather Report: ତାପମାତ୍ରା କମୁଛି, ଆସନ୍ତା ୪ ତାରିଖ ଠାରୁ ଶୀତର ପ୍ରକୋପ ବୃଦ୍ଧି

Share this:

ଭୁବନେଶ୍ଵର: ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ସାମାନ୍ୟ ଶୀତ ଅନୁଭୂତ ହେଉଛି। ତେବେ ଆସନ୍ତା ୪ ତାରିଖ ଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସୁବର୍ଣ୍ଣପୁରର ସର୍ବନିମ୍ନ ତାପମାତ୍ରା ୧୩ ଦଶମିକ ୪ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ତାପମାତ୍ରା ୨୦ ଡିଗ୍ରୀରୁ ହ୍ରାସ ପାଇବାରେ ଲାଗିଛି।

ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

Also Read | LPG GAS: ନଭେମ୍ବର ୧ ରୁ ଏଲପିଜି ସିଲିଣ୍ଡର ବିତରଣ ନିୟମ ପରିବର୍ତ୍ତନ; ବୁକିଂ ଉପରେ ୫୦ ଟଙ୍କା କ୍ୟାସବ୍ୟାକ୍ ପାଇବେ

Share this:

Leave a Reply

Your email address will not be published. Required fields are marked *