ଆଜିର ରାଶିଫଳ

Share this:

ମେଷ: ଆପଣଙ୍କୁ ବୁଝିବା ଦରକାର କି ମଦ ଆପଣଙ୍କ ସ୍ୱାସ୍ଥ୍ୟର ସବୁଠୁ ବଡ଼ ଶତ୍ରୁ ଓ ତାହା ଆପଣଙ୍କ କ୍ଷମତା ଉପରେ ବି କୁପ୍ରଭାବ ପକାଏ। ଆଜି ଅର୍ଥହାନିର ସମ୍ଭାବନା ଅଛି। ତେଣୁ ଦେବା ନେବା ମାମଲାରେ ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ସେତେ ଭଲ। ଆଜି ଅତି ଶୁଭ ଦିନ ଅଟେ, ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ। ଅବସର ସମୟ ଆପଣ ଆଜି ମନ୍ଦିର, ଗୁରୁଦ୍ୱାରା ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନରେ କାଟିବାକୁ ଇଛା କରିବେ।

ବୃଷ: ନିଜ କାର୍ଯ୍ୟ ପାଇଁ ଅନ୍ୟ ଉପରେ ଚାପ ଦିଅନ୍ତୁ ନାହିଁ। ଅନ୍ୟ ମାନଙ୍କ ଇଚ୍ଛା ଓ ରୁଚି ଉପରେ ବି ଧ୍ୟାନ ଦିଅନ୍ତୁ, ଏହା କଲେ ଆପଣଙ୍କୁ ହୃଦୟରୁ ଖୁସି ମିଳିବ। ଆପଣଙ୍କ ଖର୍ଚ୍ଚ ନେଇ ଆଜି ଆପଣଙ୍କ ଜୀବନସାଥିଙ୍କ ସହିତ ମତଭେଦ ହୋଇପାରେ। ଆପଣଙ୍କ ବଦଖର୍ଚ୍ଚ ଉପରେ ସେ ଆଜି ଆପଣଙ୍କୁ ଉପଦେଶ ଦେଇପାରନ୍ତି ଯାହା ଆପଣଙ୍କୁ ଭାଷଣ ଦେଲାପରି ଲାଗିପାରେ। ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ।

ମିଥୁନ: ଅଧିକ ଦିନ ପାଇଁ ନିବେଶ କରନ୍ତୁ ନାହିଁ ଓ ସାଙ୍ଗ ମାନଙ୍କ ସହିତ ସମୟ କଟାଅନ୍ତୁ। ଘରେ କୌଣସି ବୃଦ୍ଧ ମହିଳାଙ୍କ ଶରୀର ଖରାପ ଯୋଗୁଁ ଆପଣଙ୍କ ଚିନ୍ତା ବଢ଼ିପାରେ ଆପଣ ହାହାତ ନିଜକୁ ଗୋଲାପ ଫୁଲର ସୁଗନ୍ଧରେ ନିଜକୁ ଭରା ପାଇବେ। ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ।

କର୍କଟ: ଆପଣ ଭାବାନାତ୍ମିକ ସ୍ଥରରେ ବହୁତ ସମ୍ବେଦନଶୀଳ ଅଟନ୍ତି, ସେଥିପାଇଁ ଏମିତି ଅବସ୍ଥାରୁ ଦୁରେଇ ରହିବା ଉଚିତ ଯାହା ଆପଣଙ୍କୁ କଷ୍ଟ ଦେଇ ପାରେ। ଯଦିବା ନିଜ ଅର୍ଜିତ ଧାନ କାହାକୁ ଦେବାପାଇଁ କେବେ ଇଛା ହୁଏ ନାହିଁ, ତଥାପି ଆଜି ଆପଣ କୌଣସି ଦୀନ ଦୁଃଖୀକୁ ସାହାଯ୍ୟ କରି ଆନନ୍ଦ ଅନୁଭବ କରିବେ। ଠିକ ଦିଗରେ କାମ କରନ୍ତୁ ଓ ଉଦ୍ୟମ କରନ୍ତୁ ନିଶ୍ଚୟ ଭଲ ଫଳ ପ୍ରାପ୍ତି ହେବ।

ସି˚ହ: ଯଦି ଆପଣ ଭଲ ଭାବରେ ଜୀବନ ଯାପନ କରିବାପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଅର୍ଥ ଆସିବା ଉପାୟ ଉପରେ ବେଶୀ ଧ୍ୟାନ ଦେବାକୁ ପଡ଼ିବ। ଆଜି ଅତି ଶୁଭ ଦିନ ଅଟେ, ସମସ୍ତଙ୍କର ସାହାଯ୍ୟ ମିଳିବ – ଆଜି ଆପଣଙ୍କୁ ଗୁଡ଼ାଏ ଯୋଜନା ଭିତରୁ ବାଛିବାକୁ ପଡିବ। ଆଜି ଜଣେ ତୃତୀୟ ଲୋକଙ୍କ ଯୋଗୁଁ ଆପଣଙ୍କ ନିଜ ସାଥୀ ସହିତ ଵିଵାଦ ସୃଷ୍ଟି ହୋଇ ପାରେ।

କନ୍ୟା: ଜୀବନ ତୃପ୍ତି ଓ ସନ୍ତୁଷ୍ଟ ସହିତ ରଖିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ। ଯାତ୍ରା ଆପଣଙ୍କ ପାଇଁ କ୍ଳାନ୍ତିକର କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ହେବ। କିଛି ଲୋକଙ୍କ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ। ଅନପେକ୍ଷିତ ଯାତ୍ରା ଯୋଗୁଁ ଆପଣଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପଡି ପାରେ।

ତୁଳା: ଗର୍ଭବତୀ ମହିଳା ମାନଙ୍କ ଚଲା-ବୁଲା କଲା ସମୟରେ ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଯଦି ସମ୍ଭବ ଏମିତି ଲୋକଙ୍କ ଠୁ ଦୁରେଇ ରୁହନ୍ତୁ ଯେଉଁ ମାନେ ସିଗାରେଟ ଟାଣନ୍ତି,କାରଣ ଏହା କାରଣରୁ ନବଜାତ ଶିଶୁକୁ ବିପଦ ହୋଇ ପାରେ। ଧନଲାଭର ଆଜି ବହୁତ ସମ୍ଭାବନା ଅଛି। କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ। ଆପଣ ନିଜର ଅସୁବିଧାକୁ ଭୁଲିକି ପରିବାର ସହିତ ଭଲ ସମୟ କାଟିବେ। ଆପଣ ବଳକା ସମୟରେ କୌଣସି ନିକଟ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି। 

ବିଛା: ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ। ଆଜି ଦିନ ବେଳା ଭଲ ରହିଲେ ମଧ୍ୟ ସନ୍ଧ୍ୟା ବେଳକୁ ଧନ ଖର୍ଚ୍ଚ ହୋଇପାରେ ଯେଉଁଥିପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି।  ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ କାର୍ଯ୍ୟସ୍ଥଳରେ ନିଜ ଦକ୍ଷତାର ସମ୍ପୂର୍ଣ ସଦୁପଯୋଗ କରିପାରିବେ। ଯାତ୍ରା କରିବାକୁ ଆଜି ଅଶୁଭ ଦିନ ଅଟେ।

ଧନୁ: କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ। ଆଜି ଆପଣ ଆପଣଙ୍କ ପରିବାର ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହାଦ୍ୱାରା ଆପଣଙ୍କର ଅଧିକ ଖର୍ଚ୍ଚ ହୋଇପାରେ।  ଆପଣଙ୍କୁ ଲାଗିବକି ଆପଣଂକ ବନ୍ଧୁ ସହାୟକକାରି – କିନ୍ତୁ କଥା ହେବା ବେଳେ ସାବଧାନ ରହି କଥା ହୁଅନ୍ତୁ। ବିବାଦ ହେଲା ପରି କଥା ଆଜି ଉଠାନ୍ତୁ ନାହିଁ , ଯଦି ଆଜି ନିଜ ସାଥୀଙ୍କୁ ଦେଖା କରିବାକୁ ଯାଉଛନ୍ତି।

ମକର: ଜୀବନର ପୁର୍ଣ ରୂପରେ ମଜା ନେବା ପାଇଁ ନିଜର ଆଶାକୁ ନିଅନ୍ତ୍ରଣରେ ରଖନ୍ତୁ। ଯୋଗର ସାହାଯ୍ୟ ନିଅନ୍ତୁ, ଯାହାକି ଆଧ୍ୟାତ୍ମିକ,ମାନସିକ ଓ ଶାରୀରିକ କ୍ଷେତ୍ରରେ ସୁସ୍ତ ରଖି ହୃଦୟ ଓ ମନରେ ବୃଦ୍ଧି ଆଣେ। କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ନିଜ-ନିଜ ଭିତରେ ଭାବିଚିନ୍ତି ବ୍ୟକ୍ତିଗତ ସମସ୍ୟାର ସମାଧାନ କରନ୍ତୁ। ଆପଣଙ୍କୁ ଆଜି ଆପଣଙ୍କ କାର୍ଯ୍ୟାଳୟରେ ଉତ୍ତମ କାର୍ଯ୍ୟ କରିବା ପାଇଁ ଉପହାର ମିଳି ପାରେ।  

କୁମ୍ଭ: ନିଜର ଧର୍ଯ୍ୟ ହରାନ୍ତୁ ନାହିଁ,ବିଶେଷ କରିକି ଅସୁବିଧା ସମୟରେ। ଯେଉଁ ବ୍ୟକ୍ତିମାନେ ଅକାରଣ ଧନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ। ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ।  ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ। ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ। 

ମୀନ:ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି। ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ।  ମାତୃପକ୍ଷରୁ ଆଜି ଆପଣଙ୍କୁ କୌଣସି ଧନଲାଭ ହୋଇପାରେ। ଯଦି ଆପଣଙ୍କ ମନରେ ଚିନ୍ତା ଅଛି ତାହେଲେ କୌଣସି ବିଶ୍ୱସ୍ଥ ବନ୍ଧୁ ସହିତ କଥା ହୁଅନ୍ତୁ,ଏହା କଲେ ଆପଣଙ୍କ ହୃଦୟର ବୋଝ ହାଲୁକା ହୋଇ ଯିବ। ପୁରୁଣା ସ୍ମୃତିକୁ ମାନେ ପକାଇ ନିଜର ବନ୍ଧୁଠାକୁ ପୁଣି ଥରେ ସଜ କରିବାର ଦିନ ଆସିଛି।

Also Read | Diwali:ରାଜ୍ୟରେ ବାଣ ସମ୍ପୂର୍ଣ୍ଣ ନିଷେଧ, ବାଣ ବିକ୍ରି ଏବଂ ଫୁଟାଇ ପାରିବେ ନାହିଁ

Share this: