ଆସନ୍ତା ଶନିବାର +୨ କଳା ରେଜଲ୍ଟ ପ୍ରକାଶ ପାଇବ

Share this:

ଭୁବନେଶ୍ଵର: ଆସନ୍ତା ଶନିବାରଦିନ ଯୁକ୍ତ ଦୁଇ କଳା(+2 Arts ) ବାର୍ଷିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏହାସହ +୨ ଧନ୍ଦାମୂଳକ ଶିକ୍ଷା ( Vocational )ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଉଭୟ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

Also Read:

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖରେ +୨ ବିଜ୍ଞାନ (+2 Science ) ଓ ୧୯ ତାରିଖରେ +୨ ବାଣିଜ୍ୟ ( +2 Commerce ) ପରୀକ୍ଷା ଫଳ ପ୍ରକାଶ ପାଇଥିଲା।

Share this: