OPSC Mains Result 2020: ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ, ଅଛନ୍ତି ୧୪୮ ଛାତ୍ରୀ

Share this:

ଭୁବନେଶ୍ୱର: OPSC Result 2020 ଓଡ଼ିଶା ସିଭିଲ ସର୍ଭିସ-୨୦୨୦ (OPSC- OAS) ମୁଖ୍ୟ ପରୀକ୍ଷା ଫଳ ଆଜି ଶୁକ୍ରବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୩୯୨ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି। ତେଜସ୍ଵିନୀ ବେହେରା ଟପର ହୋଇଛନ୍ତି। ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନରେ ଅଛନ୍ତି। ପ୍ରଥମ ୩ଟି ସ୍ଥାନରେ ଛାତ୍ରୀ ଅଛନ୍ତି।

ssc

ସୂଚନା ଅନୁସାରେ, ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଥିବା ବେଳେ ୩ ଜଣ ପୁଅ ଅଛନ୍ତି। ଓଡ଼ିଶା ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷାରେ ତେଜସ୍ଵିନୀ ବେହରା ଟପ୍ପର ହୋଇଛନ୍ତି। ଶୁଭଙ୍କରି ସୁଦେଷ୍ଣା ଦାଶ ୨ୟ ଓ ଅନନ୍ୟା ସୃଷ୍ଟି ଶତପଥୀ ୩ୟ ସ୍ଥାନରେ ଅଛନ୍ତି। ସେହିପରି ୪ର୍ଥରେ ଦେବବ୍ରତ କର, ୫ମରେ ଦେବବ୍ରତ ମହାରଣା, ୬ଷ୍ଠରେ ଅଭିସ୍ମିତା ତିୱାରୀ, ୭ମରେ ଶୁଭଶ୍ରୀ ରଥ, ୮ମରେ ଶ୍ରୀତପା ମିଶ୍ର, ୯ମରେ ବିବେକାନନ୍ଦ ଷଡ଼ଙ୍ଗୀ ଓ ୧୦ମ ସ୍ଥାନରେ ତପତି ରାଜ ଅଛନ୍ତି।

Top 20 Candidates of OCS Mains Exam 2020:

scooty

Read Also | Nayagarh News: ନୟାଗଡ଼ ମଣିନାଗ ପୀଠରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

Leave a Reply

Your email address will not be published. Required fields are marked *