Skip to content
March 23, 2026
Latest:
  • Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର
  • Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ
  • Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି
  • PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ
  • Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି
Mahima Live

  • HOME
  • ଓଡ଼ିଶା
    • ଅନୁଗୁଳ
    • ଢେଙ୍କାନାଳ
  • ଜାତୀୟ
  • ଦେଶ ବିଦେଶ
  • ଖେଳ ଖବର
  • ଟେକ୍ନୋଲୋଜି
  • ସ୍ୱାସ୍ଥ୍ୟ
  • VIDEOS
  • MORE
    • ବ୍ୟବସାୟ
    • ମନୋରଞ୍ଜନ
    • ଧର୍ମ ଓ ସଂସ୍କୃତି
    • ଜୀବନଶୈଳୀ
    • ଅପରାଧ
    • ଶିକ୍ଷା ଓ ନିଯୁକ୍ତି
    • ମୋ ପୃଷ୍ଠା
  • LIVE TV
  • ପାଣିପାଗ
  • ରାଶିଫଳ
Breaking Newsଓଡ଼ିଶାଜାତୀୟଟେକ୍ନୋଲୋଜି

ଅନଲାଇନ ବ୍ୟାଙ୍କିଙ୍ଗ୍ ଠକାମୀରୁ କିପରି ମୁକ୍ତି ପାଇବେ

July 31, 2020 MahimaLive 57 Views email, fraud, hacking, how to open online banking account, how to save account, how to stop hacking, jamtaraa, message, online banking, phishing, sbi, sbionline, what is phising? 1 min read
Share this:

ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ଗ୍ରାହକମାନଙ୍କୁ ଫିସିଂ(Phishing) ଆକ୍ରମଣରୁ ଚେତାବନୀ ଦେଇଛି। କରୋନା ଭୂତାଣୁ ମହାମାରୀ କାଳରେ ବ୍ୟାଙ୍କିଙ୍ଗର ଅନଲାଇନ୍ ଜାଲିଆତି ଓ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଇଛି। ଏସବିଆଇର ୭କୋଟି ୫୦ଲକ୍ଷ ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରୁଥିବାବେଳେ ପାଖାପାଖି ୧ କୋଟି ୭୦ଲକ୍ଷ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରୁଛନ୍ତି। ଏସବିଆଇ ନିଜର ଟ୍ୱିଟରେ କହିଛନ୍ତି ଫିସିଂ ଠାରୁ ସାବଧାନ ରୁହନ୍ତୁ ଓ ନିଜର ଆକାଉଣ୍ଟର ତଥ୍ୟକୁ ଗୋପନ ରଖନ୍ତୁ।  

ଆସନ୍ତୁ ଜାଣିବା ଫିସିଂ କ’ଣ?

ଫିସିଂ ମାଧ୍ୟମରେ, ଜଣେ ବ୍ୟକ୍ତି ନକଲି ଇମେଲ୍ ଓ ୱେବସାଇଟ୍ ବ୍ୟବହାର ରେ ଜଡିତ ହୋଇଥାଏ , ଲଗ୍ଇନ୍ ସହିତ ଅନ୍ୟାନ୍ୟ ବିବରଣୀ ଯେପରିକି ଠିକଣା, ଯୋଗାଯୋଗ ନମ୍ବର ଓ  ଜନ୍ମ ତାରିଖ ଭଳି ସମ୍ବେଦନଶୀଳ ସୂଚନା ପ୍ରବେଶ କରିବାକୁ ନିର୍ଦେଶ ଦେଇଥାଏ। ଯେତେବେଳେ ଗ୍ରାହକ ଏକ ଇମେଲ୍ କିମ୍ବା ୱେବ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ଏହା ଯେ କୋଣସି ସଂସ୍ଥା ର ପ୍ରକୃତ ୱେବପେଜ ପରି ଦେଖାଯାଏ କିନ୍ତୁ ଏହା ଏକ ନକଲି ୱେବସାଇଟ୍ ହୋଇଥାଏ।

ଫିସିଂ ରୁ କିପରି ଉଦ୍ଧାର ପାଇବେ  

  • କୋଣସି ଅଜ୍ଞାତ ସଂସ୍ଥା ଠାରୁ କୋଣସି ଫାଇଲ୍ ଡାଉନଲୋଡ୍ କିମ୍ବା ଏହାକୁ ଖୋଲିବା ଠାରୁ ଦୂରେଇ ରୁହନ୍ତୁ।
  • କୋଣସି ବ୍ୟକ୍ତିଗତ ସୂଚନା ଦେବା ପୂର୍ବରୁ ପ୍ରେରକଙ୍କ ଇମେଲ୍ ଆଇଡି ଯାଞ୍ଚ କରନ୍ତୁ।
  • ଆଣ୍ଟିଭାଇରସ୍, ଆଣ୍ଟିସ୍ପାଇୱେର୍ ଏବଂ ଫାୟାରୱାଲ୍ ଭଳି ଉଚିତ ସଫ୍ଟୱେର୍ ବ୍ୟବହାର କରନ୍ତୁ।
  • ନିୟମିତ ଭାବରେ ଆପଣଙ୍କର ୱେବ୍ ବ୍ରାଉଜର୍ ଅପଡେଟ୍ କରନ୍ତୁ ଏବଂ ଫିସିଂ ସୁରକ୍ଷା ଫିଚରକୁ ସକ୍ରିୟ କରନ୍ତୁ।

କଣ କରିବା ଉଚିତ୍ ନୁହେଁ

  • ସନ୍ଦେହଜନକ ଇମେଲ କିମ୍ବା ସୋସିଆଲ ମିଡିଆ ବାର୍ତ୍ତାଗୁଡିକର ଉତ୍ତର ଦିଅନ୍ତୁ ନାହିଁ।
  • ବ୍ୟକ୍ତିଗତ ଜିନିଷ ପାଇଁ କମ୍ପାନୀ ଓ ବ୍ୟାଙ୍କର ଇମେଲ ଠିକଣା ବ୍ୟବହାର କରନ୍ତୁ ନାହିଁ।
  • ବ୍ୟାଙ୍କ ବିବରଣୀ ମାଗୁଥିବା ଫୋନ୍ କଲର ଉତ୍ତର ଦିଅନ୍ତୁ ନାହିଁ।  
  • ପୁରସ୍କାର ଓ ଅଫର୍ ପାଇବାକୁ ବ୍ୟକ୍ତିଗତ ବିବରଣୀ ଖୋଜୁଥିବା କୋଣସି ମେସେଜ ର ଉତ୍ତର ଦିଅନ୍ତୁ ନାହିଁ ।

ସୂଚନା ଯୋଗ୍ୟ ଜୁନ୍ ୨୦ ତାରିଖ ରେ ଭାରତରେ କୋଭିଡ଼-୧୯ (COVID-19) ମାଗଣା ପରୀକ୍ଷା ଦାବି କରୁଥିବା ଏକ ପ୍ରମୁଖ ଫିସିଂ ଆକ୍ରମଣ ବିଷୟରେ ସରକାର ଚେତାବନୀ ଦେଇଥିଲେ। ସେଥିପାଇଁ ଗ୍ରାହକ ମାନଙ୍କୁ ନିଜର ପରିଚୟପତ୍ର କୁ ଗୋପନ ରଖିବା ପାଇଁ ଅନୁରୋଧ କରାଯାଇଛି।

FROM THE WEB





Share this:
  • ଜେଲରେ ସଜ୍ଜା କାଟୁଥିବା ଅନ୍ତେବାସିମାନେ ପେଟ୍ରୋଲ ପମ୍ପରେ ନିୟୋଜିତ ହେବେ
  • ଆଜି ଚିହ୍ନଟ ହେଲେ ୧୪୯୯ କରୋନା ପଜିଟିଭ, ପ୍ରଥମଥର ଢେଙ୍କାନାଳରୁ ୯୨ ଜଣ ଚିହ୍ନଟ

You May Also Like

odisha recover 4

Odisha Covid19: ଆଜି ରାଜ୍ୟରେ ପୁଣି ୪୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୃତ୍ୟୁସଂଖ୍ୟା ୯୦୭

October 4, 2020 MahimaLive

ଗଞ୍ଜାମ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍,‌ ସମସ୍ତ ପ୍ରବେଶ ପଥ ସିଲ୍

August 1, 2020 MahimaLive
woman-returns

ପରିବାରଲୋକ କରିଥିଲେ ଶୁଦ୍ଧଘର,୧୫ ଦିନ ପରେ ମହିଳା ଫେରିଲେ ଜୀବନ୍ତ

June 3, 2021 MahimaLive
ABOUT US


Mahimalive is a Digital Media. Mahimalive.in is a 24×7 digital news portal with the aim of reaching among People. We are planning to digital IPTV/ OTT Platform ...Read More

  • About Us
  • Privacy Policy
  • Cookie Policy
  • Affiliate Disclosure
  • Advertisement With Us
  • Contact Us
  • Read In English

IMPORTANT LINKS

  • Aadhaar Download
  • Police Commissionerate
  • Health Department
  • CM Kisan Beneficiary List
  • Electric Vehicle Subsidy Apply
  • Train Ticket
  • Ration Card Apply
  • Voter ID Online Apply
Copyright © 2026 Mahima Live. All rights reserved.
Theme: ColorMag by ThemeGrill. Powered by WordPress.