ଓଡ଼ିଶାରେ ବିଧାୟକ କରୋନା ସଂକ୍ରମିତ

Share this:

ବାଲେଶ୍ୱର: ଜିଲ୍ଲା କୋଭିଡ କେୟାର ଅଫିସର ଙ୍କ  ସୂଚନା ଅନୁସାରେ ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବିଧାୟକ କାହା ସଂସ୍ପର୍ଶରେ ଆସି କରୋନା ଦ୍ଵାରା ସଂକ୍ରମିତ ହୋଇଛନ୍ତି ତାହା ଜଣାପଡ଼ିନାହିଁ।

ସୂଚନା ଅନୁସାରେ ,ବିଧାୟକଙ୍କ ସହ ବିଭିନ୍ନ ଲୋକ ସଂସ୍ପର୍ଶରେ ଆସିଛନ୍ତି। ସରକାରୀ ସମେତ  ବେସରକାରୀ ବୈଠକରେ ସେ ଯୋଗଦେଇଛନ୍ତି। ଅନେକ ଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି ହୋଇଛି। ବିଧାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ଼-୧୯ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି।

Share this: