ଆଜି ରାଜ୍ୟରେ ୨୫୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ୬୫ହଜାର ୩୨୩

covid19
Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୨୫୧୦ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬୫ ହଜାର ୩୨୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୩୫  ଜଣ,ଗଞ୍ଜାମ ଜିଲ୍ଲାରୁ ୨୭୭ଜଣ, କଟକ ଜିଲ୍ଲାରୁ ୨୨୫ ଜଣ,ପୁରୀରୁ ୨୧୮ ଜଣ, କୋରାପୁଟରୁ ୧୮୨ଜଣ, ଯାଜପୁରରୁ ୧୩୫ ଜଣ, ମୟୁରଭଞ୍ଜରୁ ୧୧୯ଜଣ, ବାଲେଶ୍ଵରରୁ ୧୦୧ଜଣ, ଗଜପତିରୁ ୧୮୯ ଜଣ, ମାଲକାନଗିରି ଜିଲ୍ଲାରୁ ୭୫ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୨ଜଣ, ସମ୍ବଲପୁରରୁ ୬୪ଜଣ, ବଲାଙ୍ଗୀରରୁ ୫୧ଜଣ, କଳାହାଣ୍ଡି ଜିଲାରୁ ୪୮ଜଣ, କନ୍ଧମାଳରୁ ୪୭ ଜଣ,ଭଦ୍ରକରୁ ୪୩ ଜଣ, ଝାରସୁଗୁଡାରୁ ୪୨ଜଣ, ସୋନପୁରରୁ ୩୮  ଜଣ, ବରଗଡ଼ରୁ ୩୬ ଜଣ, ନୟାଗଡରୁ ୩୩ ଜଣ,ବୌଦ୍ଧରୁ ୩୧ ଜଣ, ଢେଙ୍କାନାଳରୁ ୩୦ ଜଣ, କେଉଁଝରରୁ ୩୦ଜଣ,କେନ୍ଦ୍ରାପଡାରୁ ୨୫ ଜଣ, ରାୟଗଡ଼ାରୁ ୨୫ଜଣ,ଜଗତସିଂପୁରରୁ ୧୭ ଜଣ, ନବରଙ୍ଗପୁରରୁ ୧୧ଜଣ, ଅନୁଗୋଳରୁ ୫ଜଣ,ଦେଓଗଡ ଓ ନୂଆପଡ଼ାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୭କରୋନା ଜନିତ ମୃତ,ମୃତ୍ୟୁ ସଂଖ୍ୟା ୪୪୮କୁ ବୃଦ୍ଧି ହୋଇଛି।

Also Read:

Share this: