Covid19:ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୩୬୮୨ଜଣ

Share this:

ଭୁବନେଶ୍ଵର: ଆଜି ରାଜ୍ୟରୁ ଆଉ ୩ ହଜାର ୬୮୨ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୮୨୪ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୪୬ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୮୨ଜଣ, ଅନୁଗୋଳ ୩୯୭ଜଣ, ଝାରସୁଗୁଡାରୁ ୧୫ଜଣ, କଟକରୁ ୩୫୫ଜଣ, ପୁରୀରୁ ୧୯୫ଜଣ, ନୂଆପଡ଼ାରୁ ୨୬ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୩୨ଜଣ, ବରଗଡ଼ରୁ ୪୫ଜଣ, ବଲାଙ୍ଗୀରରୁ ୨୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୭ଜଣ, ବାଲେଶ୍ଵରରୁ ୨୯୫ଜଣ, ଗଞ୍ଜାମରୁ ୨୭ଜଣ, ଯାଜପୁରରୁ ୨୯୮ଜଣ, ମୟୁରଭଞ୍ଜରୁ ୧୫୫ଜଣ, କଳାହାଣ୍ଡିରୁ ୪୦ଜଣ, ନୟାଗଡରୁ ୧୭୧ଜଣ, ବୌଦ୍ଧରୁ ୩୭ଜଣ, ଜଗତସିଂପୁରରୁ ୧୧୫ଜଣ, କେଉଁଝରରୁ ୪୫ଜଣ, ସୋନପୁରରୁ ୪୬ଜଣ, ରାୟଗଡାରୁ ୯୪ଜଣ, କେନ୍ଦ୍ରାପଡା ୧୦୯ଜଣ, କୋରାପୁଟରୁ ୭୯ଜଣ, ଗଜପତି ଜିଲ୍ଲାରୁ ୨୫ଜଣ, ମାଲକାନଗିରି ଜିଲ୍ଲାରୁ ୯୩ଜଣ, ଦେଓଗଡରୁ ୨୦ଜଣ, ଭଦ୍ରକ ଜିଲ୍ଲାରୁ ୧୭୮ଜଣ, ଢେଙ୍କାନାଳରୁ ୭୮ଜଣ, କନ୍ଧମାଳରୁ ୪୫ଜଣ ଏବଂ ଷ୍ଟେଟ୍ ୬୪ଜଣ ସୁସ୍ଥ ହୋଇଛନ୍ତି।

[amazon_auto_links id=”9939″]

Also Read | Odisha:ପୁଣି ବଢିଲା କରୋନା ସଂକ୍ରମଣ, ଆଜି ଓଡ଼ିଶାରୁ ନୂଆ ୩୫୫୪ ଜଣ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *