Odisha Covid-19: ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ଆଉ ୧୦୧୧ ଜଣ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧ ହଜାର ୧୧ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୪ ହଜାର ୯୦୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

RupeeKwik – Everybody Deserves a Loan (Loan Amount: From ₹ 1,000 to 5,00,000.)

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୧୪ ଜଣ, କଟକରୁ ୭୮ ଜଣ, ଅନୁଗୋଳରୁ ୧୩୮ ଜଣ, ବରଗଡ଼ରୁ ୩୪ ଜଣ, ଯାଜପୁରରୁ ୨୮ ଜଣ, ମୟୁରଭଞ୍ଜରୁ ୭୬ ଜଣ, ଭଦ୍ରକରୁ ୧୦ ଜଣ, ବାଲେଶ୍ଵରରୁ ୪୫ ଜଣ, ଢେଙ୍କାନାଳରୁ ୨୪ ଜଣ, ପୁରୀରୁ ୨୬ ଜଣ, ଜଗତସିଂପୁରରୁ ୪୫ ଜଣ, ରାୟଗଡାରୁ ୩ ଜଣ, ଗଞ୍ଜାମରୁ ୧୨ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୬ ଜଣ, ନୟାଗଡରୁ ୧୨ ଜଣ, ସୋନପୁରରୁ ୯ ଜଣ, ବଲାଙ୍ଗୀରରୁ ୮୧ ଜଣ, ସୁନ୍ଦରଗଡରୁ ୩୯ ଜଣ, ଝାରସୁଗୁଡାରୁ ୧୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯ ଜଣ, କେନ୍ଦ୍ରାପଡା ୪୩ ଜଣ, କୋରାପୁଟରୁ ୯ ଜଣ, କେଉଁଝରରୁ ୨୦ ଜଣ, କନ୍ଧମାଳରୁ ୧୦ ଜଣ, ନୂଆପଡ଼ାରୁ ୨୯ ଜଣ, କଳାହାଣ୍ଡିରୁ ୪୦ ଜଣ, ମାଲକାନଗିରି ଜିଲ୍ଲାରୁ ୫ ଜଣ, ଦେଓଗଡରୁ ୩ ଜଣ, ଗଜପତି ଜିଲ୍ଲାରୁ ୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି।

Also Read| OIL Seismic Campaign: ଓଡ଼ିଶାରେ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆ ଦ୍ୱାରା ହେବ ତୈଳ ଓ ଗ୍ୟାସର ସନ୍ଧାନ: ଧର୍ମେନ୍ଦ୍ର ପ୍ରଧାନ

[amazon_auto_links id=”9939″]

Share this: