Odisha Covid-19: ଆଜି ରାଜ୍ୟରେ ୧୩୧୧ ଜଣ କରୋନାରୁ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୧ ହଜାର ୩୧୧ ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୧୬୮ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ଖୋର୍ଦ୍ଧା ଜିଲ୍ଲାରୁ ୧୫୮ ଜଣ, କଟକରୁ ୧୦୪ ଜଣ, ଅନୁଗୋଳରୁ ୪୬  ଜଣ, ବରଗଡ଼ରୁ ୩୨ ଜଣ, ଯାଜପୁରରୁ ୬୨ ଜଣ, ମୟୁରଭଞ୍ଜରୁ ୮୬  ଜଣ, ଭଦ୍ରକରୁ ୨୨ ଜଣ, ବାଲେଶ୍ଵରରୁ ୫୫ ଜଣ, ଢେଙ୍କାନାଳରୁ ୩୮ ଜଣ, ପୁରୀରୁ ୫୯ ଜଣ, ଜଗତସିଂପୁରରୁ ୬୪ ଜଣ, ରାୟଗଡାରୁ ୧୦ ଜଣ, ଗଞ୍ଜାମରୁ ୨୬ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୨୧ ଜଣ, ନୟାଗଡରୁ ୩୮ ଜଣ, ସୋନପୁରରୁ ୧୭   ଜଣ, ବଲାଙ୍ଗୀରରୁ ୫୨ ଜଣ, ସୁନ୍ଦରଗଡରୁ ୩୫ ଜଣ, ଝାରସୁଗୁଡାରୁ ୨୦  ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୩  ଜଣ, କେନ୍ଦ୍ରାପଡା ୫୭ ଜଣ, କୋରାପୁଟରୁ ୩୩ ଜଣ, କେଉଁଝରରୁ ୫୪ ଜଣ, କନ୍ଧମାଳରୁ ୧୬ ଜଣ, ନୂଆପଡ଼ାରୁ ୬୭   ଜଣ, କଳାହାଣ୍ଡିରୁ ୩୭ ଜଣ, ମାଲକାନଗିରି ଜିଲ୍ଲାରୁ ୨୬ ଜଣ, ଦେଓଗଡରୁ ୧୧ ଜଣ,ଗଜପତି ଜିଲ୍ଲାରୁ ୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି।

Also Read | Odisha Covid19: ଆଜି ରାଜ୍ୟରେ ୧୪୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *