Covid19 New Delhi: ଦିଲ୍ଲୀରେ ପୁଣି କରୋନା ବିସ୍ଫୋରଣ, ଆଜି ୧୫୦୦ରୁ ଅଧିକ ଚିହ୍ନଟ, ୧୦୦ କଣ୍ଟେନମେଣ୍ଟ ଜୋନ୍

ନୂଆଦିଲ୍ଲୀ: କରୋନା (COVID-19) ର ବିସ୍ଫୋରଣ ଆଜି ପୁଣି ଥରେ ଦିଲ୍ଲୀ (New Delhi) ରେ ଦେଖିବାକୁ ମିଳିଛି। ପ୍ରାୟ ଚାରିମାସ ପରେ, ଆଜି ଗୁରୁବାର ଦିନ ୧୫୦୦ ରୁ ଅଧିକ ନୂତନ ରୋଗୀଙ୍କ ଚିହ୍ନଟ ଯୋଗୁଁ କରୋନା ପୁଣି ନିଜର ପୁରୁଣା ରୂପରେ ଫେରିଛି। ଆଜି ଆହୁରି ୫ ଜଣଙ୍କ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟା ୧୦ ହଜାର ୯୭୮ କୁ ବୃଦ୍ଧି ପାଇଥିବାବେଳେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୫୨ ହଜାର ଅତିକ୍ରମ କରିଛି। ଏହା ସହିତ ବର୍ତ୍ତମାନ ସକରାତ୍ମକତା ହାର ମଧ୍ୟ ୧.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ଆଜି ଦିଲ୍ଲୀରେ ୧୦୦ଟି ନୂଆ କଣ୍ଟେନମେଣ୍ଟ ଜୋନ୍ (Contentment Zone) ମଧ୍ୟ ସୃଷ୍ଟି କରାଯାଇଛି।
ଗୁରୁବାର ଦିନ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପ୍ରକାଶିତ ହେଲଥ ବୁଲେଟିନ୍ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୫ ଶହ୧୫ ଜଣ ନୂତନ ରୋଗୀଙ୍କୁ ଚିହ୍ନଟ କରା ଯାଇଥିବାବେଳେ ଆଉ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ଗତ ବୁଧବାର ୧୨୫୪ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା।
ସେହିପରି ଆଜି ୯୦୩ ରୋଗୀ କରୋନା ମୁକ୍ତ ହେବା ପରେ ନିଜ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ ଦିଲ୍ଲୀର ସଂକ୍ରମିତ ଲୋକଙ୍କ ସଂଖ୍ୟା ୬ ଲକ୍ଷ ୫୨ ହଜାର ୭୪୨ରେ ପହଞ୍ଚିଛି। ବର୍ତ୍ତମାନ ରାଜଧାନୀରେ କରୋନା ଜୀବାଣୁ ସଂକ୍ରମଣର ସକ୍ରିୟ ମାମଲା ମଧ୍ୟ ୫ ହଜାର ୫୦୦ ରେ ପହଞ୍ଚିଛି। ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଆଜି ଦିଲ୍ଲୀରେ ମୋଟ ୮୯ ହଜାର ୮୩୬ଟି ନମୁନା ପରୀକ୍ଷା କରାଯାଇଛି।
Delhi reports 1,515 new COVID-19 cases, 903 recoveries, and 5 deaths in the last 24 hours
— ANI (@ANI) March 25, 2021
Total cases: 6,52,742
Total recoveries: 6,36,267
Active cases: 5,497
Death toll: 10,978 pic.twitter.com/LXaoqX7CRS
RECOMMENDED DEALS
TP-Link TL-WA850RE N300 Wireless Range Extender, Broadband/Wi-Fi Extender, Wi-Fi Booster/Hotspot with 1 Ethernet Port, Plug and Play, Built-in Access Point Mode
₹ 1,399.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Storite Stylish Nylon Sling Cross Body Travel Office Business Messenger Bag for Men Women (25x16x7.5cm) (Dark Grey)
₹ 399.00 (as of n/a - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Half Moon 35 L Casual Waterproof Laptop Bag/Backpack for Men Women Boys Girls/Office School College Teens & Students with Rain Cover (18 Inch) (Navy)
₹ 529.00 (as of n/a - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)GoTrippin Metal Luggage Weighing Scale Digital (Silver_ELS)
₹ 798.00 (as of n/a - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Seagate Expansion 1.5 TB External HDD - USB 3.0 for PC Laptop, 3 yr Data Recovery Services, Portable Hard Drive (STEA1500400)
₹ 4,299.00 (as of April 13, 2021 - More infoProduct prices and availability are accurate as of the date/time indicated and are subject to change. Any price and availability information displayed on [relevant Amazon Site(s), as applicable] at the time of purchase will apply to the purchase of this product.)Also Read | Covid19 Odisha Updates: ଆଜି ଓଡ଼ିଶାରେ ୨୧୪ କରୋନା ଆକ୍ରାନ୍ତ ଚିହ୍ନଟ