ବରକନ୍ୟାଙ୍କ ସମେତ ପରିବାର ସଦସ୍ୟଙ୍କ Corona ପରୀକ୍ଷା ବାଧ୍ୟତାମୂଳକ

Share this:

ଗଞ୍ଜାମ:ଗଞ୍ଜାମ (Ganjam) ଜିଲ୍ଲାରେ କୋଭିଡ ସଂକ୍ରମଣ (Covid) ରୋକିବା ପାଇଁ ବିବାହ (Marriage) ଆୟୋଜନ ଉପରେ ନୂଆ କଟକଣା ଜାରି କରାଯାଇଛି। ଏଣିକି ବିବାହ ଆୟୋଜନ ପୂର୍ବରୁ ବରକନ୍ୟାଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟ କରୋନା ପରୀକ୍ଷା (Corona Test) ବାଧ୍ୟତାମୂଳକ କରାଯାଇଛି। ଏପରିକି ରିପୋର୍ଟ ପଜିଟିଭ୍‍ ଆସିଲେ ବିବାହ ଆୟୋଜନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି।

15th_Pantry_pc1x._CB669806191

ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ସେହିପରି ବିବାହ ବେଳେ କୋଭିଡ ଗାଇଡ ଲାଇନ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

Also Read | E-Permission: ଅମାନିଆମାନଙ୍କୁ ରୋକିବା ପାଇଁ ପୁଲିସ୍‍ ପକ୍ଷରୁ ଇ-ପର୍‍ମିଶନ୍‍ ବ୍ୟବସ୍ଥା

Share this:

Leave a Reply

Your email address will not be published. Required fields are marked *