Cinema-Serial:ରାଜ୍ୟରେ ସିନେମା, ଧାରାବାହିକ ସୁଟିଂ ବନ୍ଦ

ଭୁବନେଶ୍ୱର:ବର୍ତ୍ତମାନ ଆପଣମାନଙ୍କୁ ଆଉ ନୂଆ ସିନେମା କି ନୂଆ ସିରିୟାଲ ଦେଖିବାକୁ ମିଳିବନାହିଁ। ରାଜ୍ୟରେ କରୋନା (Corona) ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର କୌଣସି ସିନେମା (Cinema) କିମ୍ବା ଧାରାବାହିକ (Serial) ସୁଟିଂ ଉପରେ କଟକଣା ଜାରି କରିଛନ୍ତି।

ସମସ୍ତ ପ୍ରକାରର ଇନ୍ଡୋର, ଆଉଟ୍ଡୋର ସୁଟିଂ ବନ୍ଦ ରଖିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସୁଟିଂ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
Also Read | Corona Virus Odisha: ଆଜି ଓଡ଼ିଶାରୁ ୧୧ ହଜାର ୭୩୨ କରୋନା ସଂକ୍ରମିତ ଚିହ୍ନଟ
RECOMMENDED DEALS