Corona Virus Odisha: ରାଜ୍ୟରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୩୭୮
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୪ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୩୭୮ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ମୟୂରଭଞ୍ଜ ଓ ଭୁବନେଶ୍ଵର ଜିଲାରୁ ୩ ଜଣ ଲେଖାଏଁ, କଟକ ଓ ସୁନ୍ଦରଗଡ଼ ଜିଲାରୁ ୨ ଜଣ, ଗଞ୍ଜାମ, ନୟାଗଡ, ନବରଙ୍ଗପୁର ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।
Regret to inform the demise of fourteen #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) November 5, 2020
1. A 60-year-old male of Mayurbhanj district who was also suffering from Diabetes Mellitus & Hypertension.
2. A 90-year-old male of Mayurbhanj district.
7. A 42-year-old male of Ganjam district.
— H & FW Dept Odisha (@HFWOdisha) November 5, 2020
8. An 81-year-old male of Nayagarh district who was also suffering from Diabetes Mellitus and Hypertension.
9. A 28-year-old male of Nabarangpur district .
13. An 83-year-old male of Sundargarh district who was also suffering from Hypertension.
— H & FW Dept Odisha (@HFWOdisha) November 5, 2020
14. A 53-year-old male of Sundargarh district who was also suffering from Bronchial Asthma.
Also Read | Covid-19 Ganjam: ଗଞ୍ଜାମରେ ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ବନ୍ଦ; ବଣଭୋଜି, ସାଉଣ୍ଡ ବନ୍ଦ