Corona Virus Odisha: ରାଜ୍ୟରେ ୧୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ୧୨୭୨
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା (Covid-19 ) ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା ୧୨୭୨ ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ଭୁବନେଶ୍ଵରରୁ ୪ ଜଣ, ନୂଆପଡ଼ା ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଓ କେଉଁଝର ଜିଲାରୁ ୨ ଜଣ ଲେଖାଏଁ, ସୁନ୍ଦରଗଢ ଏବଂ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଟ୍ଵିଟର ଯୋଗେ ଦିଆଯାଇଛି।
Regret to inform the demise of thirteen covid positive patients while under treatment in hospitals.
— H & FW Dept Odisha (@HFWOdisha) October 27, 2020
1.A 52-year-old male of Bhubaneswar.
2.A 40-year-old male of Bhubaneswar who was also suffering from Diabetes Mellitus.
7. A 68-year-old male of Nuapada district who was also suffering from COPD.
— H & FW Dept Odisha (@HFWOdisha) October 27, 2020
8.A 66-year-old male of Nuapada district who was also suffering from Hypertension.
9.A 60-year-old male of Nuapada district who was also suffering from Heart Disease, Heart block & PSVT.
13.A 75-year-old male of Keonjhar District who was also suffering from Acute Liver failure, Obesity, Hypertension.
— H & FW Dept Odisha (@HFWOdisha) October 27, 2020
Also Read | Onion Price: ପିଆଜ ମୂଲ୍ୟ ହ୍ରାସ ପାଇଁ କେନ୍ଦ୍ରସରକାରଙ୍କ ପଦକ୍ଷେପ; ପାଇକାରି ଓ ଖୁଚୁରା ବେପାରୀ ରଖିପାରିବେନି ଅଧିକ ଷ୍ଟକ